
ଶୋଚନୀୟ ମାନସାପୋଲ କେନାଲ କଡ଼ ରାସ୍ତା, କେବେ ହେବ ମରାମତି
ଓଡ଼ିଶା ଲିଡ୍ସ(ଯାଜପୁର): ମାନସାପୋଲ ଠାରୁ ବୈଦ୍ୟରାଜପୁର ପୋଲ ପର୍ଯ୍ୟନ୍ତ କେନାଲ ଡାହାଣ ପାର୍ଶ୍ଵ ପିଚୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତା ସାରା ଖାଲ ଖମାରେ ପୂର୍ଣ୍ଣ ହୋଇଛି । ଫଳରେ ଏହି ରାସ୍ତା ଦେଇ ଗତାଗତ କରିବା ବିପଦପୂର୍ଣ୍ଣ ହୋଇ ପଡିଛି । ବେଶ କିଛିଦିନ ହେଲା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା ବେଳେ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଏହି ରାସ୍ତା […]




























