
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ କାଉଡିଆ ମୃତ, ଅନେକ ଗୁରୁତର
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଝାଡ଼ଖଣ୍ଡର ଦେଓଘରରେ ଆଜି ଭୋର ପ୍ରାୟ ୪ଟା ୩୦ ମିନଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୮ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି ବୋଲି ବିଜେପି ସାଂସଦ ନିଶୀକାନ୍ତ ଦୁବେ ସୂଚନା ଦେଇଛନ୍ତି । ପୋଲିସ ସୂଚନା ଅନୁଯାୟୀ ଦେଓଘରର ମୋହନପୁର ଥାନା ଅଞ୍ଚଳର ଜମୁନିୟା ଜଙ୍ଗଲ ନିକଟରେ ଏହି […]




























