Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > Articles by: orissaleads@admin

ତନ୍ତୀଘାଇରୁ ଧରା ହେଲା ୫୫ କେଜିର ମାଛ

ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ରାତିରେ ଯାଜପୁର ବ୍ଲକ ତନ୍ତୀଘାଇ ନଦୀରୁ ଏକ ୫୫ କେଜିର ସାଲାଟ ମାଛ ଧରା ହୋଇଛି । ଦୁଇଜଣ ମତ୍ସ୍ୟଜୀବି ଉଦୟ ମଲ୍ଲିକ ଓ ଶ୍ରୀଧର ମଲ୍ଲିକ ନଦୀରେ ଜାଲ ପକାଉଥିଲା ବେଳେ ଏହି ବିଶାଳକାୟ ମାଛକୁ ଧରିବାରେ ସଫଳ ହୋଇଥିଲେ । ମାଛ ଧରିବା ପରେ ଏହି ମାଛକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥିଲେ ।

Read More

ଖଣି ଅଞ୍ଚଳରେ ଫୁଟୁଛି ଗୁଳି: ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଖଣି ଅଞ୍ଚଳ ଅଶାନ୍ତ ହୋଇ ପଡିଛି । ଖଣି ମାଫିଆଙ୍କ ଆତଙ୍କରାଜରେ ସାଧାରଣ ଜନତା ଭୟରେ ଦିନ କାଟୁଛନ୍ତି । ଖଣି ମାଫିଆ ସକ୍ରିୟ ହୋଇ ପଡ଼ିଥିଲା ବେଳେ ମାଫିଆ ନିଷ୍କ୍ରିୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ଖଣି ମାପିଆଙ୍କୁ ପ୍ରତିରୋଧ କଲେ ବନ୍ଧୁକରୁ ଗୁଳି ଫୁଟୁଛି । ବନ୍ଧୁକର ଭୟ ଦେଖାଇ ମାଫିଆ ଖଣିରୁ କୋଟି କୋଟି ଟଙ୍କାର କ୍ରୋମାଇଟ ଲୁଟ କରୁଛନ୍ତି । ମାଫିଆ ଏକ ସିଣ୍ଡିକେଟ ଗଢି ବେଧଡ଼କ […]

Read More

ଭଡା ଘର ଉପରେ ବେଆଇନ ଚଢ଼ାଉ:ନିର୍ବାଚନ କମିଶନ ନିକଟରେ ଅଭିଯୋଗ କଲେ ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିନା ସର୍ଚ୍ଚ ୱାରେଣ୍ଟରେ ନୂଆପଡା ସ୍ଥିତ ତାଙ୍କ ଭଡାଘରେ ପଶି ପୋଲିସ ସର୍ଚ୍ଚ କରିବା ଓ ଭଙ୍ଗାରୁଜା କରିବା ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନୂଆପଡା ଉପନିର୍ବାଚନରେ ବିଜେଡିର ଜଣେ ଷ୍ଟାର ପ୍ରଚାରକ ରୂପେ ପ୍ରଚାର ଦାୟିତ୍ୱ ତୁଲାଉଥିବା ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନୂଆପଡା ଭଡା ଘରେ ତାଙ୍କ ଅନୁପସ୍ଥିତିରେ ଓ ବିନା ସର୍ଚ୍ଚ […]

Read More

କ୍ରିକେଟ କିଙ୍ଗ ବିରାଟଙ୍କ ୩୭ ତମ ଜନ୍ମ ଦିବସରେ ଶୁଭେଚ୍ଛାର ସୁଅ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଶ୍ୱ କ୍ରିକେଟର କିଙ୍ଗ ନାମରେ ପରିଚିତ ବିରାଟ କୋହଲି ଆଜି ତାଙ୍କ ୩୭ ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବିରାଟ ତାଙ୍କ କ୍ୟାରିଅରରେ ୮୨ ଶତକ ଓ ୧୪୪ ଅର୍ଦ୍ଧ ଶତକ ସହିତ ୨୭ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଟେଷ୍ଟ ଓ T-20ରୁ ଅବସର ନେଇଥିଲେ ମଧ୍ୟ ଏବେ ସେ ଏକ ଦିବସିୟରର ସକ୍ରିୟ ଅଛନ୍ତି । ନିଜ […]

Read More

ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ଅମର ପଟ୍ଟନାୟକ, ପ୍ରମିଳା କହିଲେ କୌଣସି ପ୍ରଭାବ ପଡିବ ନାହିଁ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ବିଜେଡି ହାତ ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଅମର ବିଜେଡିର ଆଇଟି ସେଲ୍ ମୁଖ୍ୟ ଥିଲେ । ବିଜେପିରେ ସାମିଲ ହେବା ପରେ ଅମର କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ […]

Read More

ଓଡ଼ିଶା ଲିଡ୍ସରେ ଖବର ପ୍ରକାଶ ପରେ ପଦକ୍ଷେପ ନେଲା ପୂର୍ତ୍ତ ବିଭାଗ: ସମ୍ପୂର୍ଣ୍ଣ ପିଚୁ ବଦଳରେ ତାଳିପକା କାମ

ଓଡ଼ିଶା ଲିଡ୍ସ(ଯାଜପୁର): କୋଟି କୋଟି ଟଙ୍କାର କାମ ଆରମ୍ଭରୁ ନିମ୍ନ ମାନର । ପିଚୁ ପଡିବାର ଗୋଟିଏ ଦିନ ପରେ ପିଚୁ ଉଠିଗଲା । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । ଏ ନେଇ “ଓଡ଼ିଶା ଲିଡ୍ସ” ଖବର ପ୍ରସାରଣ କରିବାରୁ ଏବେ ଏହି ନିମ୍ନ ମାନର ପିଚୁକୁ ଆଉଥରେ ସମ୍ପୂର୍ଣ୍ଣ ପିଚୁ କରିବା ବଦଳରେ ତାଳି ପକାଇ ମରାମତି କରାଯାଇଛି । ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେବା ସହିତ […]

Read More

ମୃତ ଛାତ୍ରଙ୍କ ପରିବାର ନିକଟରେ ପହଞ୍ଚିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ରୋଡରେ ଥିବା ଏକ୍ସଲସିୟର ଘରୋଇ କଲେଜର +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର ମାଣତିରା ପଞ୍ଚାୟତ କେନ୍ଦୁଢିପି ଗାଁର ବିଜୟ କୁମାର ପାଲଙ୍କ ପୁତ୍ର ଆଶିଷ କୁମାର ପାଲଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ପୂର୍ବତନ ଅର୍ଥମନ୍ତ୍ରୀ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ସେ ମୃତ ଆଶିଷଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଭେଟି […]

Read More

ବିଶ୍ୱକପ ବିଜୟୀ ଭାରତୀୟ ମହିଳା ଦଳକୁ ଇଂ ପ୍ରୀତିରଞ୍ଜନଙ୍କ ଶୁଭେଚ୍ଛା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱକପ ବିଜୟୀ ହୋଇଛି । ଭାରତୀୟ ମହିଳା ଦଳର ଏହି ସ୍ମରଣୀୟ ବିଜୟକୁ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଭାରତୀୟ ମହିଳା କ୍ରିକେଟ ଦଳର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇଂ ଘଡାଇ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ବିଜୟୀ ହୋଇ ସାରା ଦେଶକୁ ଗର୍ବିତ କରିଛି । ମହିଳା ଦଳ ଉଚ୍ଚକୋଟିର […]

Read More

ଫାଇନାଲ ମ୍ୟାଚ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢ଼ାଇଲେ ସଚ୍ଚିନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ମୁମ୍ବାଇ ଠାରେ ମହିଳା ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି । ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁ ମୁହିଁ ହୋଇଛନ୍ତି । ମ୍ୟାଚ ପୂର୍ଵତୁ ମହାନ କ୍ରିକେଟ ଖେଳାଳି ସଚ୍ଚିନ ତେନ୍ଦୁଲକର ଭାରତୀୟ ଖେଳାଳି ମାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢ଼ାଇଛନ୍ତି । କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନଙ୍କୁ ନିକଟରେ ପାଇ ଭାରତୀୟ ଖେଳାଳିମାନେ ବେଶ ଉତ୍ସାହିତ ହୋଇଥିଲେ । ଷ୍ଟାଡିୟମରେ ମଧ୍ୟ ଅନ୍ୟତମ ତାରକା ବ୍ୟାଟର ରୋହିତ […]

Read More

ପରଲୋକରେ ରୁଚି ମସଲାର ପ୍ରତିଷ୍ଠାତା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରୁଚି ମସଲାର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ପରଲୋକ ହୋଇଯାଇଛି । କିଛି ମାସ ହେଲା ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇ ଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ୧୯୭୬ ମସିହାରେ ଏହି କମ୍ପାନୀ ଆରମ୍ଭ କରିଥିଲେ । ଆରମ୍ଭରୁ ଏହି କମ୍ପାନୀ ହଳଦୀ ଗୁଣ୍ଡ ଉତ୍ପାଦନ କରୁଥିଲା। ଧୀରେଧୀରେ ଅନ୍ୟାନ୍ୟ ମସଲା କମ୍ପାନୀ ପ୍ରସ୍ତୁତ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲା । ଏହି କମ୍ପାନୀର ବିକାଶରେ ସ୍ୱର୍ଗତ […]

Read More