ଅଙ୍କ ଛିଣ୍ଡୁ ନାହିଁ, ତିନି ଦଳ ସଂଗଠନ ଆଗକୁ ବଢୁନାହିଁ
ଓଡ଼ିଶା ଲିଡ୍ସ(ବ୍ୟୁରୋ): କେଉଁ ଦଳ ମଙ୍ଗୁଆଳ ନେଇ ନିଷ୍ପତ୍ତି ନେଇ ପାରୁ ନାହିଁ ତ ଆଉ କେଉଁ ଦଳ ଛାମୁଁଆ ସଂଗଠନ ଗଢି ପାରୁନାହିଁ । ରାଜ୍ୟର ତିନି ପ୍ରମୁଖ ଦଳରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଶାସକ ଦଳ ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରି ପାରୁ ନଥିଲା ବେଳେ ବିଜେଡି ଓ କଂଗ୍ରେସର ସଭାପତି ଥାଇ ମଧ୍ୟ ଛାମୁଆ ସଂଗଠନ ଗଠନ ହେଇ ପାରୁ ନାହିଁ । ଏଭଳି ସ୍ଥିତି ଏବେ […]




















