
ଅକ୍ଟୋବରରେ ବାତ୍ୟା ଭୟ: ଲଘୁଚାପ ଅବପାତର ରୂପ ନେଲା ପରେ ୨୭ରେ ନେଇପାରେ ବାତ୍ୟାର ରୂପ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୁଣି ରାଜ୍ୟବାସୀଙ୍କୁ ଅକ୍ଟୋବର ମାସରେ ବାତ୍ୟା ଭୟ ଘାରିଛି । ପାଣିପାଗ କେନ୍ଦ୍ର ଆସନ୍ତା ୨୭ ତାରିଖରେ ବାତ୍ୟା ଆଶଙ୍କା ଥିବା କହିବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ ୨୫ ତାରିଖରେ ଅବପାତର ରୂପ ନେବ ଲଘୁଚାପ। ୨୬ ତାରିଖ ବେଳକୁ ଗଭୀର ଅବପାତର ରୂପ ନେଲାପରେ ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ […]




























