
ବିଜେପିକୁ ଗୋଡାଉଛି କଂଗ୍ରେସ ଭୟ, ରାହୁଲଙ୍କ ଆଗମନକୁ ଅପେକ୍ଷା
ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ନୂଆ ବିଜେପି ସରକାରକୁ ଏକ ବର୍ଷ ପୁରିଯାଇଛି । ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସି ସରକାରକୁ ବେଶ ପ୍ରଶଂସା କରିଛନ୍ତି । ଏକ ବର୍ଷ ମଧ୍ୟରେ ସରକାର ରାଜ୍ୟରେ ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ମୋଦୀ ବେଶ ପ୍ରଶଂସା କରିଛନ୍ତି । ମୋଦୀ ନିଜ ଭାଷଣରେ ପୁରୁଣା ସରକାର ସମୟରେ ରାଜ୍ୟର ବିଭିନ୍ନ ବର୍ଗ ଅବହେଳିତ ହୋଇଥିଲେ ବୋଲି କହିଛନ୍ତି । ହେଲେ ନିଜ […]



























