ମନ୍ତ୍ରୀଙ୍କ ନିର୍ଦେଶକୁ ମାନୁ ନାହିଁ ବିଭାଗ, ବିଦ୍ୟୁତ କାଟରେ ଡ଼ହଳ ବିକଳ ଛାତ୍ରଛାତ୍ରୀ
ଓଡ଼ିଶା ଲିଡ୍ସ(ଯାଜପୁର): ନିକଟରେ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ବିଦ୍ୟୁତ ବିଲ ପୈଠ ନ କଲେ ବି କାହାର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନ କରିବାକୁ ନିର୍ଦେଶ ଦେଇଥିଲେ । ହେଲେ ବିଦ୍ୟୁତ ବିଲ ପୈଠ କରି ମଧ୍ୟ ଆଜକୁ ୧୫ ଦିନ ହେଲା ଏକ ସରକାରୀ ବିଦ୍ୟାଳୟର ବିଦ୍ୟୁତ ସଂଯୋଗକୁ କାଟି ଦେଇଛି ବିଦ୍ୟୁତ ବିଭାଗ । ଫଳରେ ଗରମରେ ଡ଼ହଳ ବିକଳ ହେଉଛନ୍ତି ୭୦ […]




















