Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ର୍ଜାତୀୟ > ଶେଷ ସେଲ୍ଫି, ଦେଶବାସୀଙ୍କୁ କରୁଛି ବିଚଳିତ

ଶେଷ ସେଲ୍ଫି, ଦେଶବାସୀଙ୍କୁ କରୁଛି ବିଚଳିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମଣିଷ ଖୁସିର ମୁହୂର୍ତ୍ତକୁ ମନ ଭିତରେ ସାଇତି ରଖିବାକୁ ଫଟ ଟିଏ ଉଠାଇଥାଏ । ଆଜି କାଲି ମୋବାଇଲ ଯୁଗରେ ସେଲ୍ଫିର ବହୁଳ ବ୍ୟବହାର ହେଉଛି । ହେଲେ ଗୋଟିଏ ସେଲ୍ଫି ଫଟ ଆଜି ସାରା ଦେଶକୁ ବିଚଳିତ କରୁଛି । ଫଟୋ ଟିକୁ ଦେଖିଲେ ମନ ଭାରାକ୍ରାନ୍ତ ହୋଇ ଯାଉଛି । ଆଉ ଏହି ସେଲ୍ଫି ଫଟୋ ଟି ହେଉଛି ଡା. ପ୍ରତିକ ଯୋଶୀଙ୍କ ପରିବାରର । ବିମାନ ଦୁର୍ଘଟଣାରେ ଡା. ଯୋଶୀଙ୍କ ପରିବାର ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସହିତ ତିନିଟି ଛୋଟ ପିଲାଙ୍କୁ ନିଆଁ କୋଳେଇ ନେଇଛି । ଡା. ଯୋଶୀ ଛଅ ବର୍ଷ ଧରି ଲଣ୍ଡନରେ ବସବାସ କରୁଥିଲେ । ଏହା ପରେ ପୁରା ପରିବାର ସେଠାରେ ସ୍ଥାୟୀ ଭାବେ ବସବାସ କରିବାକୁ ନିଷ୍ପତ୍ତି ନେଇଥିଲେ ।

ବିଭିନ୍ନ ପ୍ରସ୍ତୁତି ପରେ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଥିଲା । କିଛିଦିନ ପୂର୍ବରୁ ତାଙ୍କର ଡାକ୍ତର ପତ୍ନୀ ଡା. କୋମି ବ୍ୟାସ ବି ତାଙ୍କର ଚାକିରିରୁ ଇସ୍ତଫା ଦେଇଥିଲେ । ସମସ୍ତଙ୍କ ଠାରୁ ବିଦାୟ ନେଇ ଲଣ୍ଡନ ଅଭିମୁଖେ ବାହାରିଥିଲା ପୁରା ପରିବାର । ମନ ଭିତରେ ଖୁସି ସହିତ ଅସୁମାରୀ ସ୍ୱପ୍ନ ଲହଡି ଭାଙ୍ଗୁଥିଲା ।

ଅନ୍ୟମାନଙ୍କ ପରି ଏହି ପରିବାର ଏୟାର ଇଣ୍ଡିଆ ଫ୍ଲାଇଟ୍ 171 ରେ ବସିଥିଲେ । ସେଠାରୁ ଏକ ସେଲ୍ଫି ନେଇ ଆତ୍ମୀୟଙ୍କୁ ପଠାଇଥିଲେ । ପରିବାର ଓ ଆତ୍ମୀୟ ସ୍ୱଜନ ବି ଖୁସି ହୋଇଥିଲେ ।

ହେଲେ ଆଉ ମାତ୍ର କିଛି ମୁହୂର୍ତ୍ତ ପରେ ସେହି ବିମାନର କେବଳ ଜଣକୁ ଛାଡି ଅନ୍ୟ ମାନେ ଯେ ମୃତ୍ୟୁ ପଥର ଯାତ୍ରୀ ସେମାନେ କେବେ ଭାବି ନଥିଲେ । ଘଟିଗଲା ଭୟଙ୍କର ବିମାନ ଦୁର୍ଘଟଣା, ସବୁ ସ୍ୱପ୍ନ ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା । କିଛି ମୁହୂର୍ତ୍ତରେ ସବୁ ବଦଳିଗଲା । ମୃତ୍ୟୁର ନିଷ୍ଠୁରତା କାହାକୁ ଛାଡିଲା ନାହିଁ । ହସ ହସ ମୁହଁରେ ବସିଥିବା କଁଳ ପିଲାଙ୍କୁ ବି ନିଜକୁ କୋଳକୁ ନେଇ ଗଲା । ଦୁର୍ଘଟଣା ପରେ ଏହି ସେଲ୍ଫି ଫଟୋଟି ବେଶ ଭାଇରାଲ ହୋଇଛି । ଆଉ ଏହି ଫଟୋ ଓ ଫଟୋରେ ଥିବା ପରିବାର ପ୍ରତି ସମବେଦନା ଜଣାଉଛନ୍ତି ପୁରା ଦେଶବାସୀ

Leave a comment

Your email address will not be published. Required fields are marked *