
ୱେଷ୍ଟଇଣ୍ଡିଜ-ଭାରତ ପ୍ରଥମ ଟେଷ୍ଟ: ତିନି ଶତକ ସହିତ ଭାରତର ଦୃଢ଼ ଜବାବ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚାଲିଥିବା ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନରେ ଭାରତର ଦୃଢ଼ ବ୍ୟାଟିଂ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ମାତ୍ର ୫ ଉଇକେଟ ହରାଇ ୪୪୮ ରନ ସଂଗ୍ରହ କରିଛି । ଭାରତ ପ୍ରଥମ ଇନିଂସରେ ତିନିଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି […]




























