
ଦୁର୍ଘଟଣାର ୪୮ ଘଣ୍ଟା ପରେ ବି ନିଖୋଜଙ୍କ ପତା ମିଳୁନାହିଁ, ଚିନ୍ତାରେ ପରିବାର ଓ ବନ୍ଧୁ ପରିଜନ
ଓଡ଼ିଶା ଲିଡ୍ସ(ଯାଜପୁର): ବୁଲିବାକୁ ଯାଇଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ଅନ୍ୟ ନିଖୋଜଙ୍କ ପତା ପାଉ ନାହାଁନ୍ତି ଉଦ୍ଧାରକାରୀ ଦଳ। ଘଟଣା ଘଟିବାର ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଖୋଜଙ୍କ ପତା ମିଳୁ ନଥିଲା ବେଳେ ପରିବାର ବର୍ଗଙ୍କ ସହିତ ବନ୍ଧୁ ପରିଜନ ଚିନ୍ତିତ ହୋଇ ପଡିଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷା କାରଣରୁ ତିସ୍ତା ନଦୀର ଜଳ ପତ୍ତନ ଦୃତ ଗତିରେ ବଢି ଚାଲିଛି । ପାଣି ବଢିବା ସହିତ ନଦୀ ସ୍ରୋତ […]



























