
ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସରେ ଯାଜପୁରରେ ରକ୍ତଦାନ ଶିବିର
ଓଡ଼ିଶା ଲିଡ୍ସ(ଯାଜପୁର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି । ଆଜି ଯାଜପୁର ଟାଉନ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନ, ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା, ବରିଷ୍ଠ ବିଜେପି ନେତା ଗୌତମ ରାୟ, ଜିଲ୍ଲା ବିଜେପି ସମ୍ପାଦକ ସୁରଜ ଲାଲ ସାମଲ, ଯୁବନେତା ଅକ୍ଷୟ କୁମାର ବେହେରାଙ୍କ […]




























