
ଦାମୋଦରଙ୍କ ସେବା ମନୋଭାବ ଆମ ପାଇଁ ପ୍ରେରଣା ହୋଇ ରହିବ-ଇଂ ପ୍ରୀତିରଞ୍ଜନ
ଓଡ଼ିଶା ଲିଡ୍ସ(ଯାଜପୁର):ଟାଟା ଷ୍ଟିଲ୍ କଳିଙ୍ଗନଗର ୟୁନିୟନ ଶାଖାର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ଦାମୋଦର ସଏଙ୍କ ଦେହାନ୍ତ ନିକଟରେ ହୋଇ ଯାଇଛି । ଜଣେ ଦରଦୀ ରାଜନେତା ଭାବେ ପରିଚୟ ସୃଷ୍ଟି କରିଥିବା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଇଂ ଘଡାଇଙ୍କୁ ବିଭିନ୍ନ ସମୟରେ ଶ୍ରମିକ ମାନଙ୍କ ହକ ପାଇଁ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଥାଏ । ସୁକିନ୍ଦା ଶ୍ରମିକ ମାନଙ୍କୁ ନେଇ ଏକ […]




























