Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > Articles by: orissaleads@admin

କୋମାରେ ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍, ଅଧିକ ଚିକିତ୍ସା ପାଇଁ ଏମସ ସ୍ଥାନାନ୍ତର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଛି । ଫଳରେ ଆଜି ତାଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି । କଟକ ସିଡିଏର ଏକ ଘରୋଇ ଚିକିତ୍ସାଳୟରୁ ଆଜି ତାଙ୍କୁ ଭୁବନେଶ୍ବର ଏମସ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟରେ ତାଙ୍କର ଚିକିତ୍ସା ଚାଲିଥିବା ଜଣା ଯାଇଛି । ଲିଭରରେ ସମସ୍ୟା କାରଣରୁ ତାଙ୍କୁ କିଛିଦିନ ତଳେ କଟକ ସିଡିଏର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ […]

Read More

ପ୍ରବଳ ବର୍ଷାରେ ଭାଷିଗଲା ପୋଲ ଆପ୍ରୋଚ ରୋଡ଼, ଏକ ହଜାରୁ ଅଧିକ ଲୋକଙ୍କ ଗମନା ଗମନରେ ବାଧା

ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ପ୍ରବଳ ବର୍ଷା ହେବା ଓ ପୁଣି ଆଜି ପ୍ରବଳ ବର୍ଷା ହେବା ଫଳରେ ସୁଜନପୁର ପଞ୍ଚାୟତ ହସନପୁର ନିକଟରେ ଏକ ପୋଲର ଆପ୍ରୋଚ ରୋଡ଼ ସମ୍ପୂର୍ଣ୍ଣ ଭାଷି ଯାଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଏକ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗତକାଲି ପ୍ରବଳ ବର୍ଷା ହେବା ଫଳରେ ନାଳ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ପାଣି ଜମି ରହିଥିଲା । ଆଜି ପୁନର୍ବାର ବର୍ଷା […]

Read More

ଅବିଶ୍ରାନ୍ତ ବର୍ଷାରେ ପାଣିକୋଇଲି ବଜାରେ ବନ୍ୟା ସ୍ଥିତି

ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଅବିଶ୍ରାନ୍ତ ବର୍ଷାରେ ଯାଜପୁର ଜିଲ୍ଲାବାସୀ ନୟାନ୍ତ ହୋଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆଜି ବର୍ଷାରେ ଜିଲ୍ଲାର ଅନ୍ୟତମ ପ୍ରମୁଖ ବଜାର ପାଣିକୋଇଲି ବଜାରରେ ଆଣ୍ଠୁଏ ପାଣି ଲହଡି ଭାଙ୍ଗିଛି । କିଛି ସମୟ ପାଇଁ ବର୍ଷା ପାଣି ବନ୍ୟାର ଭ୍ରମ ସୃଷ୍ଟି କରିଛି । ବଜାରର ବହୁ ତଳୁଆ ଅଞ୍ଚଳରେ ଥିବା ଦୋକାନ ଓ ବାସଗୃହରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା […]

Read More

ଅବିଶ୍ରାନ୍ତ ବର୍ଷା, ବରାହ ମନ୍ଦିର ଗର୍ଭଗୃହରେ ଆଣ୍ଠୁଏ ପାଣି

ଓଡ଼ିଶା ଲିଡ୍ସ(ଯାଜପୁର): ଆଜିର ବାଦଲ ଫଟା ଅବିଶ୍ରାନ୍ତ ବର୍ଷା ଯାଜପୁର ସହରକୁ ଏକ ପ୍ରକାର ଜଳବନ୍ଦୀ କରିଦେଇଥିଲା ବେଳେ ପୁରାତନ ପ୍ରସିଦ୍ଧ ବରାହ ମନ୍ଦିରର ଗର୍ଭଗୃହରେ ବର୍ଷା ଜଳ ଲହଡ଼ି ଭାଙ୍ଗିଛି । ଗର୍ଭଗୃହରେ ଆଣ୍ଠୁଏ ଉପରେ ପାଣି ଜମି ରହିଥିଲା । ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ଜଳ ମନ୍ଦିର ଗର୍ଭଗୃହ ସହିତ ବେଢାରେ ଜମି ରହିଥିଲା । ଆଗକୁ କିଭଳି ଅଧିକ ବର୍ଷା ହେଲେ ଗର୍ଭଗୃହରେ ବର୍ଷା […]

Read More

ବିକଶିତ ସହରର ବିକଳ ଚିତ୍ର, ବିଭାଗର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ

ଓଡ଼ିଶା ଲିଡ୍ସ(ଯାଜପୁର): ରାଜ୍ୟର ପୁରାତନ ରାଜଧାନୀ, ଐତିହାସିକ, ପୌରାଣିକ ସହର ଯାଜପୁର । ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜା । ସରକାରୀ, ବେସରକାରୀ କାମ ପାଇଁ ଜିଲ୍ଲାର ଲୋକେ ସହରକୁ ଦୈନିକ ଆସୁଥିଲା ବେଳେ ମାଙ୍କ ଦର୍ଶନ ପାଇଁ ସାରା ଦେଶର ଶ୍ରଦ୍ଧାଳୁ ଆସନ୍ତି ଏହି ସହରକୁ । ବିଗତ କିଛି ବର୍ଷ ହେଲା ଏହି ସହରର ଆଖିଦୃଶିଆ ଉନ୍ନତି ହୋଇଛି । ହେଲେ ପ୍ରାୟ ଦେଢ଼ ବର୍ଷ ହେଲା ବିକାଶ ଉପରେ କଳା ବାଦଲ […]

Read More

ଥମୁନାହିଁ ବର୍ଷା, ଅବିଶ୍ରାନ୍ତ ବର୍ଷାରେ ବେହାଲ ଯାଜପୁର ସହର

ଓଡ଼ିଶା ଲିଡ୍ସ(ଯାଜପୁର): ଦୀର୍ଘ ପାଞ୍ଚ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଯାଜପୁର ସହରକୁ ଜଳାର୍ଣ୍ଣବ କରିଦେଇଛି । କିଛି ସ୍ଥାନରେ ଜମି ରହିଥିବା ବର୍ଷା ପାଣି ବନ୍ୟାର ଭ୍ରମ ସୃଷ୍ଟି କରୁଛି । କିଛି ଘରେ ବର୍ଷା ପାଣି ମଧ୍ୟ ପଶି ଯାଇଛି । ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଦୀର୍ଘ ପାଞ୍ଚ ଘଣ୍ଟାର ଲଗାଣ ବର୍ଷା ପରେ କିଛି ସମୟ ବର୍ଷା ବନ୍ଦ ହୋଇଥିଲା । ହେଲେ ଆକାଶ ପୁଣି ମେଘାଛନ୍ନ […]

Read More

ଆହତଙ୍କୁ ଚିକିତ୍ସା ବ୍ୟବସ୍ଥା କଲେ ବିଜେପି ନେତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା ମହିଳା ବିଜେପି ନେତ୍ରୀ ଲିଳିମା ଭଦ୍ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏକ ପରିବାର ସଦସ୍ୟଙ୍କୁ ଦୁର୍ଘଟଣା ସ୍ଥଳରୁ ନିଜ ଗାଡ଼ିରେ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ବରୀ ବ୍ଲକ ମାଳଦା ଛକରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ହେବାରୁବନ୍ଧଢି଼ଅ ଅଞ୍ଚଳର ପ୍ରତାପ ମଳିକଙ୍କ ସମେତ ତାଙ୍କ ପତ୍ନୀ,ପୁଅ ଓ ଝିଅ ଗୁରୁତର ଆହତ ହୋଇଥିଲେ । ଡାକ୍ତର ପ୍ରତାପଙ୍କ ପତ୍ନୀଙ୍କୁ ମୃତ ଘୋଷଣା କରିଥିଲା ବେଳେ […]

Read More

ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା, ରାସ୍ତା ଘାଟ ଶୁନସାନ

ଓଡ଼ିଶା ଲିଡ୍ସ(ଯାଜପୁର): ଗତ କାଲି ଠାରୁ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା ବେଳେ ଆଜି ଏହା ଅଧିକ ବୃଦ୍ଧି ପାଇଛି । ଆଜି ଯାଜପୁର ଜିଲ୍ଲାରେ ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଫଳରେ ରାସ୍ତା ଘାଟରେ ପାଣି ଜମି ଥିବା ଦେଖିବାକୁ ମିଳିଛି । ବର୍ଷା ଫଳରେ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ରାସ୍ତା ଘାଟ ଶୁନସାନ ହୋଇ ପଡିଛି । […]

Read More

ଯାଜପୁର ବିଧାୟିକାଙ୍କ ପ୍ରତିନିଧି ହେଲେ ପ୍ରକାଶ ତ୍ରିପାଠୀ

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ଯାଜପୁର ବ୍ଲକ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି ଯୁବ ନେତା ପ୍ରକାଶ ତ୍ରିପାଠୀ । ଆଜି ଏ ନେଇ ଘୋଷଣା ହେଲା ପରେ କର୍ମୀ ମହଲରେ ଉତ୍ସାହ ଦେଖା ଦେଇଛି । ଆଜି ତାଙ୍କୁ ବ୍ଲକ ପରିସରରେ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି । ଜଣେ ମିଷ୍ଠ ଭାସୀ, ପରୋପକାରୀ ଦରଦୀ ଯୁବନେତା ଭାବେ ତାଙ୍କର ବେଶ ପରିଚୟ […]

Read More

ଆଉ ଜଳୁନାହିଁ ସାଂସଦ ପାଣ୍ଠିରୁ ଲାଗିଥିବା ଲାଇଟ

ଓଡ଼ିଶା ଲିଡ୍ସ(ଯାଜପୁର): ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଥିବା ଲାଇଟ ଆଉ ଜଳୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଏହି ଲାଇଟ ଜଳିବା ଦ୍ୱାରା ବିଭିନ୍ନ ଛକ ସ୍ଥାନ ଆଲୋକିତ ହେବାର ବ୍ୟବସ୍ଥା ହୋଇଥିଲା । ଠିକା ସଂସ୍ଥା ଦ୍ୱାରା ଏହାର ନିର୍ମାଣ ହୋଇଥିଲା ବେଳେ ନିର୍ମାଣର ମାତ୍ର ମାସ କେତେଟା ପରେ ଏହା ଅଚଳ ହୋଇ ପଡିଛି । ଯାହାକୁ ସଜାଡ଼ିବାକୁ କେହି ଆନ୍ତରିକତା ଦେଖାଉ ନାହାନ୍ତି । ଫଳରେ ଲକ୍ଷ […]

Read More