ଯାଜପୁର ଜିଲ୍ଲା ବିକାଶରେ ତାଲା, ବଢୁଛି ପ୍ରତିକ୍ରିୟା
ଓଡ଼ିଶା ଲିଡ୍ସ(ଯାଜପୁର): ବିଜେଡି ସରକାର ବଦଳି ବିଜେପି ସରକାରକୁ ୧୫ ମାସ ପୁରିଲାଣି । ଗତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ବିଜେପି କେବଳ ଖାତା ଖୋଲି ନାହିଁ ବିଜେଡି ହାତରୁ ଚାରିଟି ବିଧାନସଭା ଆସନ ସହିତ ଏକ ମାତ୍ର ସଂସଦୀୟ ଆସନ ମଧ୍ୟ ଛଡାଇ ନେଇଛି । କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିବା ପରେ ଓ ଯାଜପୁର ଭଳି ବିଜେଡିର ଗଡ଼ରେ […]




















