
ବୈତରଣୀରେ ବଡ଼ ବନ୍ୟା ଆଶଙ୍କା, ବିପଦ ସଂକେତଠାରୁ ଉପରେ ଜଳସ୍ତର
ଓଡ଼ିଶା ଲିଡ୍ସ(ବ୍ୟୁରୋ/ଦଶରଥପୁର):ବୈତରଣୀରେ ବଡ଼ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ବନ୍ୟାରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । କେନ୍ଦୁଝର ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଂକେତର ଢେର ଉପରେ ପ୍ରବାହିତ ହେଉଛି । ବୈତରଣୀ ନଦୀର ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସି ଘସିପୁରା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ କରିଛି । ଆନନ୍ଦପୁର ରିଙ୍ଗ ରୋଡରେ ଘାଇ ସୃଷ୍ଟି ହୋଇଛି । ଘାଇରେ ବନ୍ୟା ପାଣି […]




























