Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > Articles by: orissaleads@admin

ଚିନି ୭୦, ଚିନ୍ତାରେ ଖାଉଟି

ଓଡ଼ିଶା ଲିଡ୍ସ(ଯାଜପୁର): ହଠାତ ଚିନିର ମୂଲ୍ୟ ବୃଦ୍ଧି ପାଇ ଜେଜି ପ୍ରତି ୭୦ ଟଙ୍କାରେ ପହଞ୍ଚି ଯାଇଛି । ଚିନି ଖୋଲା ବଜାରରେ ୫୦ ରୁ ୫୨ ଟଙ୍କାରେ ବିକ୍ରି ହେଉଥିଲା ବେଳେ ହଠାତ ୭୦ ଟଙ୍କା କେଜି ପ୍ରତି ମୂଲ୍ୟ ହେବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ଅନ୍ୟ ପକ୍ଷରେ ଚିନିର ମୂଲ୍ୟବୃଦ୍ଧି ମିଠା ବ୍ୟବସାୟ ଉପରେ ସିଧା ପ୍ରଭାବ ପକାଇଛି । ବିଭିନ୍ନ ମିଠା ପ୍ରସ୍ତୁତିରେ ଚିନିର ଆଵଶ୍ୟକତା ଥିଲା ବେଳେ ଆଗାମୀ […]

Read More

ପ୍ରମୋଦ ପତି ଫାଉଣ୍ଡେସନ ତରଫରୁ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

ଓଡ଼ିଶା ଲିଡ୍ସ(ବ୍ରହ୍ମବରଦା): ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଆଜି ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରା ଯାଇଛି ।ଫାଉଣ୍ଡେସନର ସଚିବ ଦିବ୍ୟ ଜ୍ୟୋତି ପତି (ଦିପୁ) ଓ ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ଦିବ୍ୟାଙ୍ଗ ଦିଲ୍ଲୀପ ସାହୁଙ୍କୁ ଏହା ପ୍ରଦାନ କରିଥିଲେ। ଏହି ସାଇକେଲ ପାଇବା ପରେ ଶ୍ରୀ ସାହୁ ନିଜେ ଯାତାୟାତ କରିପାରିବେ ଏବଂ ଦୈନନ୍ଦିନ କାମରେ ଆତ୍ମନିର୍ଭରଶୀଳ ହୋଇପାରିବେ। ଫାଉଣ୍ଡେସନ ସଚିବ ଦିବ୍ୟ ଜ୍ୟୋତି ପତି କହିଛନ୍ତି ସମାଜର ଅନ୍ତିମ […]

Read More

ଅସୁସ୍ଥଙ୍କୁ ଭେଟିଲେ ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦେଉଳକଣ ପଞ୍ଚାୟତର ବିଜେଡି କର୍ମୀ ବିପନ ବିହାରୀ ପାତ୍ର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ଚିକିତ୍ସାଳୟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ତାଙ୍କ ସୁସ୍ଥତା ଓ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି ।

Read More

ପଟଣା ଘାଇ ଓ ଦଶରଥପୁର ବନ୍ୟାଞ୍ଚଳରେ ବିଜେଡି ପ୍ରତିନିଧି ମଣ୍ଡଳୀ

ଓଡ଼ିଶା ଲିଡ୍ସ(ଦଶରଥପୁର): ବୈତରଣୀ ଓ ତାର ଶାଖା କାଣୀ ନଦୀରେ ଆସିଥିବା ଲଗାତାର ବନ୍ୟାରେ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ପହଞ୍ଚିଥିଲେ ବିଜେଡି ପ୍ରତିନିଧି ମଣ୍ଡଳୀ । ପୂର୍ବତନ ଅର୍ଥମନ୍ତ୍ରୀ ବାଚସ୍ପତି ପ୍ରଦୀପ ଅମାତଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ପ୍ରମୁଖ ପ୍ରଥମେ ତରପଦା ପଞ୍ଚାୟତ ପଟଣାସାହି ଠାରେ କାଣୀ ନଦୀରେ ସୃଷ୍ଟି ଘାଇ […]

Read More

ଜି.ସି କଲେଜରେ ବନ୍ୟା ଜଳ

ଓଡ଼ିଶା ଲିଡ୍ସ(ଯାଜପୁର): ବନ୍ୟାରେ ବରୀ ବ୍ଲକ ବ୍ୟାପକ ପ୍ରଭାବିତ ହୋଇଛି । ୨୯ ପଞ୍ଚାୟତର ଲକ୍ଷାଧିକ ବ୍ୟକ୍ତି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇ ଯାଇଛି । ଜିଲ୍ଲାର ଦ୍ଵିତୀୟ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ବଢ଼ୁଥିଲା ବେଳେ କଲେଜ କାର୍ଯ୍ୟାଳୟ ସହିତ ଶ୍ରେଣୀ ଗୃହରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ରହିଛି । ବନ୍ୟାକୁ […]

Read More

ଗାଲେ ଟେଷ୍ଟର ପ୍ରଥମ ଦିନରେ ଭାରତ ୨୮୮/୨

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶ୍ରୀଲଙ୍କାର ଗାଲେ ଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦୁଇ ଉଇକେଟ ବିନିମୟରେ ୨୮୮ ରନ୍ ସଂଗ୍ରହ କରିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦେବଦତ୍ତ ପାଡିକଲ୍‌ ୧୩୧ ଓ ଋଷଭ ପନ୍ତ ୨୭ ରନ କରି ଅପରାଜିତ ଅଛନ୍ତି । ଓପନର କେ.ଏଲ. ରାହୁଲ ୭୭ ରନ କରି ରିଟାୟର୍ଡ ହର୍ଟ ହୋଇଛନ୍ତି । ବର୍ଷା […]

Read More

ଆନନ୍ଦ ଉତ୍ସାହ ମଧ୍ୟରେ କୃଷ୍ଣପ୍ରସାଦରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଦ୍ଧିବର ପରିସରରେ ମୂଖ୍ୟ ଅତିଥି ଭାବେ ବୁଦ୍ଧିବର ପଞ୍ଚାୟତ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍କୁଲ ପରିଚାଳନା କମିଟି ସଭାପତି ଖଗେଶ୍ବର ତରେଇ ସଭ୍ୟ ସୁନା ତରେଇ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ […]

Read More

ଘାଇ ଅତିକ୍ରମ କଲାଣି ବ୍ରାହ୍ମଣୀ, ରେଙ୍ଗାଲି ତୃତୀୟ ଗେଟ ଖୋଲିବା ଆଶଙ୍କା

ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ସନ୍ଧ୍ୟାରୁ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତରେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇ ଆଜି ଅପରାହ୍ନ ସୁଦ୍ଧା ଅରୁଆଳ ଘାଇ ଅତିକ୍ରମ କରିଛି । ଏବେ ମଧ୍ୟ ବ୍ରହ୍ମଣୀର ଜଳ ସ୍ତର ବୃଦ୍ଧି ପାଇ ଚାଲିଛି । ଗତ ବନ୍ୟାରେ ବ୍ରାହ୍ମଣୀ ନଦୀରେ ତିନିଟି ଘାଇ ହୋଇଥିଲା । ଯାହାକୁ ବିଭାଗ ପକ୍ଷରୁ ସଠିକ ଭାବେ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଥିଲା । ଆଜି ଅପରାହ୍ନରେ ଅରୁଆଳ […]

Read More

ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ବିଦ୍ୟୁତ୍ ଆଘାତରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ, ଅନ୍ୟ ତିନି ଆହତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ସିମୁଳିଆରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ଅଭାବନୀୟ ଘଟଣା କ୍ରମେ ଜଣେ କ୍ରୀଡା ଶିକ୍ଷକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇ ଯାଇଛି । ସିମୁଳିଆ ବ୍ଲକ୍ ଅନ୍ତର୍ଗତ ମଇତାପୁରରେ ଥିବା ଏକ ଇରାଜି ମାଧ୍ୟମ ସ୍କୁଲରେ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ପତାକା ଖୁଣ୍ଟ ୧୧ କେଭି ବିଦ୍ୟୁତ ତାରରେ ଲାଗି ଯିବାରୁ କ୍ରୀଡା ଶିକ୍ଷକ ଗୁରୁତର ହୋଇଥିଲେ । ତାଙ୍କୁ […]

Read More

ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ

ଓଡ଼ିଶା ଲିଡ୍ସ(ଯାଜପୁର): ବ୍ରହ୍ମଣୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବ୍ରାହ୍ମଣୀ ଓ ତାର ଶାଖା ନଦୀ ଖରସ୍ରୋତାରେ ପୁନର୍ବାର ବନ୍ୟା ଆସିଛି । ଗତକାଲି ସନ୍ଧ୍ୟାରୁ ବ୍ରାହ୍ମଣୀ ଫୁଲିବା ସହିତ ଆଜି ବରୀ ବ୍ଲକ ଅରୁଆଳ ଘାଇ ଦେଇ ବନ୍ୟା ଜଳ ଅନ୍ୟାନ୍ୟ ସ୍ଥାନକୁ ପ୍ରବେଶ କରିଛି । ଗତ ବନ୍ୟାରେ ଏହି ସ୍ଥାନରେ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଥିଲା । ଏହି ଘାଇ ମରାମତି ଠିକ ଭାବେ ହୋଇ ନଥିବାରୁ […]

Read More