ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ଇଂ ପ୍ରୀତିରଞ୍ଜନ ଘଡାଇ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ଆସନ୍ତା ୨୨ ତାରିଖ ଦିନ ମୁମ୍ବାଇ ଗସ୍ତ କରୁଛନ୍ତି । ଏ ନେଇ ନବୀନ ପଟ୍ଟନାୟକ ନିଜ ଏକ୍ସ ରେ ସୂଚନା ଦେଇଛନ୍ତି । ଏହି ଖବର ପ୍ରକାଶ ପରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ବାର୍ତ୍ତାରେ […]




















