
ଅପାସୋରା ସ୍ମୃତି:ଜଟଣୀର ସୁନା ଝିଅ, ବରୀର ସୁନା ବୋହୁ, ଡାକ୍ତର ସୁରେଖା ଓଝା
ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ଅଞ୍ଚଳରେ ନାରୀ ମଙ୍ଗଳ ସେବା ସଦନ କହିଲେ ବରୀ ବାଗଦା ସ୍ଥିତ ଡାକ୍ତର ସୁରେଖା ଓଝାଙ୍କ ବାସଗୃହରେ ଥିବା ଘରୋଇ ଚିକତ୍ସାଳୟକୁ ବୁଝାଏ । ଏହି ଘରୋଇ ଚିକତ୍ସାଳୟରେ ସ୍ୱର୍ଗତା ଓଝା ଦୀର୍ଘ ୫୬ ବର୍ଷ ଧରି ବରୀ ଅଞ୍ଚଳର ଲକ୍ଷ ଲକ୍ଷ ରୋଗୀଙ୍କ ଆହୋରାତ୍ର ସେବା କରିଛନ୍ତି । କି ବର୍ଷା, କି ଖରା କି ଶୀତ ରୋଗୀ କେବେ ତାଙ୍କ ନିକଟରୁ ଚିକିତ୍ସା ନପାଇ ଫେରି ନାହିଁ । ଜଣେ […]




























