
ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜପଥ କଡ଼ରେ ମଦ ଦୋକାନ ରହିବ ନାହିଁ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଲି ପୂର୍ବରୁ ରାଜ୍ୟର ମଦ ଦୋକାନଗୁଡ଼ିକ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏକ୍ସପ୍ରେସ୍ ୱେ ଏବଂ ଜାତୀୟ ରାଜପଥ କଡ଼ରେ କୌଣସି ମଦ ଦୋକାନ ରହିବା ଉଚିତ୍ ନୁହେଁ। ଏହା ଦୁର୍ଘଟଣା ଘଟିବାର ପ୍ରମୁଖ କାରଣ ବୋଲି ସେ ମତ ଦେଇଛନ୍ତି । ଲକ୍ଷ୍ନୌରେ ଅଧିକାରୀମାନଙ୍କ ସହ ବୈଠକରେ ଏହି ନିଷ୍ପତି ନେଇଛନ୍ତି ଯୋଗୀ । ଆଗକୁ ମଦ ଦୋକାନଗୁଡ଼ିକର ସାଇନବୋର୍ଡ ଆକାର […]