
କର୍ମୀଙ୍କୁ ପ୍ରୀତିରଞ୍ଜନଙ୍କ ନିର୍ଦ୍ଦେଶ: ଲୋକଙ୍କ ଦୁଃଖ ସମୟରେ ପାଖରେ ପହଞ୍ଚ
ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ ମାନେ ଲୋକଙ୍କ ଦୁଃଖ ସମୟରେ ସେମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହିତ ତାଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଲୋକଙ୍କ ସମସ୍ୟା ସହିତ ଜଡିତ ରହିବାକୁ କର୍ମୀ ମାନେ ସବୁ ସମୟରେ ଗୁରୁତ୍ୱ ଦେବା ଜରୁରୀ ବୋଲି ମଧ୍ୟ କହିଛନ୍ତି ଇଂ ଘଡାଇ । ତାଙ୍କ ନିର୍ଦ୍ଦେଶ […]




























