
କେବଳ ଜିଲ୍ଲା ପୋଲିସ ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ନିନ୍ଦିତ କରୁଛି କାଳିଆପାଣି ଥାନା ଅଧିକାରୀଙ୍କ ବିବାଦୀୟ କାର୍ଯ୍ୟ ଧାରା, ଅକଳରେ ଯାଜପୁର ଏସ୍ପି
ଓଡ଼ିଶା ଲିଡ୍ସ(ଯାଜପୁର): ବିବାଦରେ ଛନ୍ଦି ହୋଇ ପଡିଛନ୍ତି କାଳିଆପାଣି ଥାନା ଅଧିକାରୀ । ତାଙ୍କ ଆଚରଣ ଓ ଉଚ୍ଚାରଣ କେବଳ ଜିଲ୍ଲା ପୋଲିସ ନୁହେଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବି ନିନ୍ଦିତ କରୁଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ କାଳିଆପାଣି ଥାନା ଅଞ୍ଚଳରେ ବହୁ ସଂଖ୍ୟାରେ ଆଦିବାସୀ ପରିବାର ରହୁଛନ୍ତି । ଏହି ଥାନା ଅଧୀନରେ ଥିବା ବହୁ ଅଞ୍ଚଳର ଜନ ପ୍ରତିନିଧି ମଧ୍ୟ ଆଦିବାସୀ ଓ ମହାନ୍ତ ସମ୍ପ୍ରଦାୟର । ଥାନା ଅଧିକାରୀ ସେମାନଙ୍କ […]




























