
ସନ୍ଧ୍ୟାରେ ବିରଜା ମନ୍ଦିର ଭିଡ଼ ଅସମ୍ଭାଳ: ଆସିଲେ, ଫଟୋ ଉଠାଇ ଫୁଲ ଛିଣ୍ଡାଇ ନେଲେ
ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ ଜରିବା ସହିତ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରି ଫେରି ଯାଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମନ୍ଦିରରେ ବ୍ୟାପକ ସାଜସଜ୍ଜା କରାଯାଇଥିଲା । ବିଶେଷ କରି ମନ୍ଦିରକୁ ସମ୍ପୂର୍ଣ୍ଣ ଫୁଲରେ ସଜା ଯାଇଥିଲା । ଗତ ଦୁଇଦିନ ହେଲା ଏହି ସାଜସଜ୍ଜାର ଫଟୋ ବେଶ ଭାଇରାଲ ହୋଇଥିଲା । ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପରେ ମନ୍ଦିରରେ ବେଶ […]




























