
ଚିଲିକାରେ ନିଖୋଜ ନାଁ ବାଳକର ମୃତ ଦେହ ଉଦ୍ଧାର
ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ଗ୍ରାମ ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଅଘଟଣ ଘଟିଛି । କୁମାରପୂର ଗ୍ରାମର ଚିନ୍ମୟ ବେହେରା, ଅମର ବେହେରା ଏବଂ ଓମ ଶିକାର କୁମାରପୂର ଗ୍ରାମ ନିକଟ ଶ୍ୟାମାକାଳୀ ବାହାର ଚିଲିକାରୁ ମାଛ ଧରୁଥିଲେ। ସୋମବାର ସଂଧ୍ୟା ୭ ଟା ସମୟରେ ହଠାତ ୨ଟି ଡଙ୍ଗାରେ ୨୦ରୁ ଉର୍ଦ୍ଧ ଲୋକ ମାରଣାସ୍ତ୍ର ସହ ଆସି ସେମାନଙ୍କୁ ଧମକାଇ ଥିଲେ। ସେମାନଙ୍କ ମାଛ ନେଇଯିବା ସହ ଆକ୍ରମଣ ମଧ୍ୟ […]




























