ଦାୟିତ୍ୱବୋଧ ପଥର ପଥିକ ଇଂ ପ୍ରୀତିରଞ୍ଜନ ଘଡାଇ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି କାଲିର ସ୍ୱାର୍ଥପର ଦୁନିଆଁରେ ବିପଦରେ ପଡିଥିବା ଲୋକଟିକୁ ଦେଖି ଲୋକ ମୁହଁ ଆଡେଇ ଚାଲି ଯାଉଛନ୍ତି । ରାଜନୀତି କ୍ଷେତ୍ରରେ ଯଦି କିଏ ଭୋଟ ନଦେଇଛି କିମ୍ବା ସେହି ବ୍ୟକ୍ତି ତାଙ୍କ ଦଳର ନୁହଁନ୍ତି ତେବେ ତା ନିକଟରେ ଛିଡା ହେବା ନେତାଙ୍କ ପାଇଁ ସମ୍ଭବ ନୁହେଁ । ହେଲେ ଏ ସବୁର ବ୍ୟତିକ୍ରମ କିନ୍ତୁ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ପାଖରେ ଦେଖିବାକୁ ମିଳେ । ଦଳୀୟ ଭାବନାରେ କିଏ ତାଙ୍କୁ ଆକ୍ଷେପ […]




















