
୧୪ ବିଜେଡି କର୍ପୋରେଟରଙ୍କ ରୁଦ୍ଧଦ୍ୱାର ବୈଠକ, ସୁବାସଙ୍କ ଆସନ ପ୍ରତି ଘନଉଛି ବିପଦ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ବରିଷ୍ଠ ନେତା ପ୍ରଭାତ ବିଶ୍ବାଳଙ୍କ ବାସଗୃହରର ୧୪ ଜଣ କର୍ପୋରେଟର ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଆସନ୍ତାକାଲି ନିଜ ପଦରୁ ଏହି ୧୪ ଜଣ କର୍ପୋରେଟର ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପ୍ରଭାତ ବିଶ୍ୱାଳ ଓ ତାଙ୍କ ପୁତ୍ର ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସମର୍ଥନ କରି କଟକ ଚୌଦ୍ବାର ଅଞ୍ଚଳର ଏହି କର୍ପୋରେଟର ମାନେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଟକ ଚୌଦ୍ବାର ନେତା ପ୍ରଭାତ […]




























