orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > Articles by: orissaleads@admin

ସୁକିନ୍ଦା ବିଜେଡିର ସାମ୍ବାଦିକ ସମ୍ମିଳନୀ,ଦୀର୍ଘ ୩୪ ବର୍ଷ ପରେ ସୁକିନ୍ଦାକୁ ପରାଧିନତାର ଶିକୁଳିରେ ବାନ୍ଧି ଆତଙ୍କରାଜ ଚଳାଇଛି ବିଜେପି

ଓଡ଼ିଶା ଲିଡ୍ସ(ଯାଜପୁର): ଗତ କାଲି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଆସନ୍ତା ୬ ତାରିଖରେ ସୁକିନ୍ଦା ବିଜେଡି କଳା ଦିବସ ପାଳନ ପାଇଁ ଦେଇଥିବା ଆହ୍ୱାନକୁ ବିରୋଧ କରିଥିଲା । ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପିର କାର୍ଯ୍ୟ କଳାପକୁ ଆକ୍ଷେପ କରାଯିବା ସହିତ ମାତ୍ର ୧୧ ମାସ ମଧ୍ୟରେ ସୁକିନ୍ଦାରେ ଅରାଜକତା, ଆତଙ୍କରାଜ, ଲୁଟ ପାଟ, ଆକ୍ରମଣ, ଲଘୁ ଖଣିଜ ପଦାର୍ଥର ବ୍ୟାପକ […]

Read More

ଆଜି ବିଶ୍ୱ ସାଇକେଲ ଦିବସ, ବଢୁଛି ସାଇକେଲର କ୍ରେଜ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ବିଶ୍ୱ ସାଇକେଲ ଦିବସ । ଦିନ ଥିଲା ସାଇକେଲ ଯାହା ଘରେ ଥିଲା ତାଙ୍କର ବେଶ ସମ୍ମାନ ଥିଲା । ଓଡ଼ିଆ ଘରେ ସାଇକେଲକୁ ସୁନୁଗାଡି କୁହା ଯାଉଥିଲା । ରାସ୍ତାରେ ସାଇକେଲ ନେଇ ଗଲା ବେଳେ ସାଇକେଲକୁ କିଛି ଲୋକ ଦେଖୁଥିଲେ । କାହିଁ କେତେ ଦୂର ଯାତ୍ରା ସାଇକେଲରେ ହେଉଥିଲା । ଦେଶରେ ରାଲେ, ହିରୋ, ହମ୍ବର, ଆଭନ, ହରକୁଲସ ଭଳି ପ୍ରତିଷ୍ଠିତ ତଥା ଲୋକପ୍ରିୟ ସାଇକେଲ କମ୍ପାନୀ ମାନ […]

Read More

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକର ଛାୟା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ଦେହାନ୍ତ ହୋଇ ଯାଇଛି । ଜାରକା ମୁଖ୍ୟ ବଜାରରେ ଥିବା ତ୍ରିବେଣୀ ଡ୍ରେସ ହାଉସର ମାଲିକ ଭାବେ ସେ ବେଶ ଲୋକପ୍ରିୟ ଥିଲେ । ଯାଜପୁର ଟାଉନ ବାସିନ୍ଦା ଉମାକାନ୍ତ ପାତ୍ର ଆଜି ସକାଳ ସମୟରେ ଜାରକା ଅଭିମୁଖେ ଯାଉଥିଲା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ […]

Read More

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆସନ୍ତା ସପ୍ତାହରେ ଆମେରିକାର ଏକ ପ୍ରତିନିଧି ଦଳ ଭାରତ ସହିତ ବାଣିଜ୍ୟ ବିଷୟରେ ଆଲୋଚନା ପାଇଁ ଆସୁଛନ୍ତି। ଆଲୋଚନା ପୂର୍ବରୁ ଭାରତକୁ ଚାପରେ ରଖିବା ଲାଗି ଆମେରିକା ରାଷ୍ଟ୍ରପତି ଚତୁର ଉଦ୍ୟମ କରିଛନ୍ତି। ପାକିସ୍ତାନ ସହ ଭାରତର ଦେଖାଦେଇଥିବା ଉତ୍ତେଜନାକୁ ଆୟୁଧ କରି ଟ୍ରମ୍ପ ଭାରତକୁ ଚାପରେ ରଖିବାକୁ ଚାହୁଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ବୁଝାମଣା ପ୍ରାୟ ଚୂଡ଼ାନ୍ତ ହୋଇଯାଇଛି। ଅନ୍ୟପକ୍ଷରେ କହିଛନ୍ତି ପାକିସ୍ତାନର ଏକ ପ୍ରତିନିଧି ଦଳ ଆମ ସହ […]

Read More

ଦୁର୍ଘଟଣାର ୪୮ ଘଣ୍ଟା ପରେ ବି ନିଖୋଜଙ୍କ ପତା ମିଳୁନାହିଁ, ଚିନ୍ତାରେ ପରିବାର ଓ ବନ୍ଧୁ ପରିଜନ

ଓଡ଼ିଶା ଲିଡ୍ସ(ଯାଜପୁର): ବୁଲିବାକୁ ଯାଇଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ଅନ୍ୟ ନିଖୋଜଙ୍କ ପତା ପାଉ ନାହାଁନ୍ତି ଉଦ୍ଧାରକାରୀ ଦଳ। ଘଟଣା ଘଟିବାର ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଖୋଜଙ୍କ ପତା ମିଳୁ ନଥିଲା ବେଳେ ପରିବାର ବର୍ଗଙ୍କ ସହିତ ବନ୍ଧୁ ପରିଜନ ଚିନ୍ତିତ ହୋଇ ପଡିଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷା କାରଣରୁ ତିସ୍ତା ନଦୀର ଜଳ ପତ୍ତନ ଦୃତ ଗତିରେ ବଢି ଚାଲିଛି । ପାଣି ବଢିବା ସହିତ ନଦୀ ସ୍ରୋତ […]

Read More

କ୍ୱାଲିଫାୟର-୨, କର ବା ମର ସ୍ଥିତିରେ ପଞ୍ଜାବ ଓ ମୁମ୍ବାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଇପିଏଲ-୨୦୨୫ ଫାଇନାଲରେ ପ୍ରଥମେ ପ୍ରବେଶ କରି ସାରିଛି ବେଙ୍ଗାଲୁର । ଦ୍ଵିତୀୟ ଦଳ ଭାବେ ଫାଇନାଲ କିଏ ଖଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୱାଲିଫାୟର-୨ ଖେଳିବେ ମୁମ୍ବାଇ ଓ ପଞ୍ଜାବ । ଯାହାକୁ ନେଇ କର ବା ମର ସ୍ଥିତିରେ ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଯିଏ ଏହି ପ୍ରତିଯୋଗିତା ଜିତିବ ସେ ଫାଇନାଲରେ ପ୍ରବେଶ କରିବ । ଚଳିତ ଆଇପିଏଲ୍‌ର ଏଲିମିନେଟର୍-୨ ମୁକାବିଲା ଅହମଦାବାଦର ନରେନ୍ଦ୍ର […]

Read More

ହାତିବାରୀ ପଞ୍ଚୟତ ସଂଗଠନ ମଜବୁତ କରିବାକୁ ଆଲୋଚନା

ଓଡ଼ିଶା ଲିଡ୍ସ(ଯାଜପୁର):ହାତିବାରୀ ପଞ୍ଚାୟତରେ ବିଜୁ ଜନତା ଦଳର ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ଆଜି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗଦେଇ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ଯୁବ ନେତା ଦେବୀ ପ୍ରସାଦ ମହାନ୍ତି, ବିଦ୍ୟାଧର ମଲ୍ଲିକ, ଖିରୋଦ କୁମାର ମଲ୍ଲିକ, ଗୋପୀନାଥ ମଲ୍ଲିକ, କାଳନ୍ଦୀ ଦାସ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ରହି ସୁକିନ୍ଦାର ସ୍ୱାଭିମାନ ଓ ସମ୍ମାନ […]

Read More

ରାଜ୍ୟକୁ ଗର୍ବିତ କରିଛନ୍ତି ଅନିମେଶ-ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଆ ଆଥଲେଟ ଅନିମେଶ କୁଜୁର ଦକ୍ଷିଣ କୋରିଆ ଗୁମି ଠାରେ ଆୟୋଜିତ ହେଉଥିବା ଏସିଆନ ଆଥେଲେଟିକ ଚମ୍ପିୟାନସିପ ୨୦୨୫ ରେ ଦ୍ଵିତୀୟ ଭାରତୀୟ ଭାବେ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଏହା ସହିତ ସେ ୨୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ସେ […]

Read More

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅପରେସନ ସିନ୍ଦୂର ଏକ ଝଲକ ମାତ୍ର ଥିଲା, ଭାରତ ଚାହିଥିଲେ ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ଆହୁରି ମଧ୍ୟ କହିଛନ୍ତି ୧୯୭୧ ଯୁଦ୍ଧ ସମୟରେ ଭାରତ ବାଂଲାଦେଶ ଗଠନ କରି ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ସେ ଆହୁରି କହିଛନ୍ତି ଯଦି ଅପରେସନ ସିନ୍ଦୂର ସମୟରେ ଭାରତୀୟ ନୌସେନା ନିଜର ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଥାନ୍ତା, ତେବେ ପାକିସ୍ତାନ ଚାରି ଭାଗରେ […]

Read More

ନିଖୋଜଙ୍କ ଉଦ୍ଧାର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ କୋରେଇ ବିଧାୟକଙ୍କ ଆଲୋଚନା

ଓଡ଼ିଶା ଲିଡ୍ସ(ବ୍ୟୁରୋ):ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିଖୋଜ ଥିବା ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ । ଆଲୋଚନା ସମୟରେ ଉଦ୍ଧାର ହୋଇ ଗ୍ୟାଙ୍ଗଟକ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ତାଙ୍କର ପୁଅ ଏବଂ ପୁତୁରାଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ […]

Read More