
ଅନୁଗୁଳ ପୋକ୍ସୋ କୋର୍ଟଙ୍କ ରାୟ
ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅନୁଗୁଳ ପୋକସୋ କୋର୍ଟ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ବାବୁଲା ଜେନା(୪୦)କୁ ଏହି ଦଣ୍ଡାଦେଶ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ଗତବର୍ଷ ୨୦୨୫ ମାର୍ଚ୍ଚ ୧୩ ତାରିଖରେ ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜଣେ ୫ ବର୍ଷର ନାବାଳିକା ନିଖୋଜ ହୋଇ ଯାଇଥିଲେ। ଘଟଣାର […]



























