
ଓଡିଶା ଖଣି ନିଗମ ଦ୍ଵାରା ସ୍ଥିରିକୃତ ଦରରେ -୪୦% ଗ୍ରେଡର କ୍ରୋମାଇଟ ବିକ୍ରୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ର
ଓଡ଼ିଶା ଲିଡ୍ସ(ବ୍ୟୁରୋ):ଓଡିଶା ଖଣି ନିଗମ ଦ୍ଵାରା ପ୍ରତିମାସରେ ଥରେ ସୁକିନ୍ଦା କ୍ରୋମାଇଟ ଖଣି ଗୁଡିକରୁ ନିଲାମ ଦ୍ଵାରା କ୍ରୋମପଥର ବିକ୍ରୟ କରାଯାଉଥିଲେ ହେଁ -୪୦% ଗ୍ରେଡର କ୍ରୋମାଇଟକୁ ନିଲାମ କରିବା ସମୟରେ ବିଗତ ଏକ ବର୍ଷ ହେବ (୨୦୨୫ ମସିହାରେ) ଏକ ସ୍ଥିରିକୃତ ଦରରେ ପାଖାପାଖି ୯୦୦୦ ଟଙ୍କା ପ୍ରତି ଟନ୍ ହିସାବରେ ବିକ୍ରୟ କରାଯାଉଛି । ବିଶ୍ଵ ବଜାରରେ ବିଭିନ୍ନ ସମୟରେ ଏହି ଦୁର୍ମୁଲ୍ୟ ଖଣିଜ ପଦାର୍ଥର ଦର ବଢୁଥିବା ଏବଂ କମୁଥିବା ବେଳେ ଏହା […]




























