Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ଆଜି ବିଶ୍ୱ ସାଇକେଲ ଦିବସ, ବଢୁଛି ସାଇକେଲର କ୍ରେଜ

ଆଜି ବିଶ୍ୱ ସାଇକେଲ ଦିବସ, ବଢୁଛି ସାଇକେଲର କ୍ରେଜ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ବିଶ୍ୱ ସାଇକେଲ ଦିବସ । ଦିନ ଥିଲା ସାଇକେଲ ଯାହା ଘରେ ଥିଲା ତାଙ୍କର ବେଶ ସମ୍ମାନ ଥିଲା । ଓଡ଼ିଆ ଘରେ ସାଇକେଲକୁ ସୁନୁଗାଡି କୁହା ଯାଉଥିଲା । ରାସ୍ତାରେ ସାଇକେଲ ନେଇ ଗଲା ବେଳେ ସାଇକେଲକୁ କିଛି ଲୋକ ଦେଖୁଥିଲେ । କାହିଁ କେତେ ଦୂର ଯାତ୍ରା ସାଇକେଲରେ ହେଉଥିଲା । ଦେଶରେ ରାଲେ, ହିରୋ, ହମ୍ବର, ଆଭନ, ହରକୁଲସ ଭଳି ପ୍ରତିଷ୍ଠିତ ତଥା ଲୋକପ୍ରିୟ ସାଇକେଲ କମ୍ପାନୀ ମାନ ଥିଲା । ସମୟ ବଦଳିବା ସହିତ ସାଇକେଲର ବ୍ୟବହାର କମି ଗଲା । ସାଇକେଲର ସ୍ଥାନ ନେଲା ବାଇକ, ସ୍କୁଟି ଓ କାର । ବେଶ କିଛି ବର୍ଷ ଵ୍ୟଵଧାନରେ ସାଇକେଲ ପ୍ରତି ଆଦର ଓ ଆକର୍ଷଣ ବଢୁଛି । ଯୁବ ଗୋଷ୍ଠି ଏବେ ପୁଣି ସାଇକେଲ ପ୍ରତି ଆଗ୍ରହ ଦେଖାଉଛନ୍ତି । ଆଜି ସମୟରେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇଥିଲା ବେଳେ ସାଇକେଲ ଚଳାଇଲେ ସ୍ୱାସ୍ଥ୍ୟ ଭଲ ରହୁଥିବା କାରଣରୁ ଯୁବକଙ୍କ ସହିତ ବୟସ୍କ ମାନେ ମଧ୍ୟ ସାଇକେଲ ଚଳାଉଛନ୍ତି । ବିଭିନ୍ନ ସହରରେ ସାଇକେଲ କ୍ଳବ ମାନ ଗଠନ ହୋଇଛି । କ୍ଳବର ସଦସ୍ୟ ମାନେ ସାଇକେଲ ନେଇ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ଯାଉଛନ୍ତି । ଦିନକୁ ଦିନ ସାଇକେଲର ଚାହିଦା ବଢିବା କାରଣରୁ ସାଇକେଲ କମ୍ପାନୀ ବିଭିନ୍ନ ମଡେଲର ସାଇକେଲ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଯେଉଁ ମଡେଲ ଗୁଡିକ ପ୍ରତି ଯୁବ ଗୋଷ୍ଠି ବେଶ ଆକର୍ଷିତ ହେଉଛନ୍ତି ମଧ୍ୟ । ଏକଦା ପ୍ରବାଦ ପୁରୁଷ ବିଜୁ ବାବୁ ସାଇକେଲ ଚଳାଇ ବିଧାନସଭା ଆସୁଥିବା ଦେଖିବାକୁ ମିଲିଥିଲା । ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ସିଦ୍ଧାନ୍ତ ମହାପାତ୍ର ବହୁ ସମୟରେ ସାଇକେଲ ଚଳାଇ ବିଧାନସଭାକୁ ଏବେ ବି ଆସୁଛନ୍ତି । ଅନ୍ୟ ପକ୍ଷରେ ବହୁ ରାଜନେତା, ଅଭିନେତା ନିଜକୁ ଫିଟ ରଖିବାକୁ ସାଇକେଲ ଚଳାଉଥିବା ଦେଖାଯାଉଛି ।

Leave a comment

Your email address will not be published. Required fields are marked *