orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > Articles by: orissaleads@admin

ବେପରୁଆ ଗାଡି ଚାଳନା, ଡ୍ରାଇଭର ଗୁରୁତର

ଓଡ଼ିଶା ଲିଡ୍ସ(ଯାଜପୁର): ବେପରୁଆ ଗାଡି ଚାଳନା କରି ନିଜେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି । କାରଟି ଦ୍ରୁତ ବେଗରେ ଆସି ରାଜପଥ ବାଡ଼ାରେ ପିଟି ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ ।

Read More

ସୁକିନ୍ଦାରେ ଜାତୀୟ ପେନସନ ପ୍ରଶିକ୍ଷଣ ଶିବିର

ଓଡ଼ିଶା ଲିଡ୍ସ(ସୁକିନ୍ଦା): ସୁକିନ୍ଦା ବ୍ଲକ ଉପ କୋଷାଗାର ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉପ କୋଷାଗାର ଅଧିକାରୀ ରତ୍ନାକର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନେ ଯୋଗଦେଇଥିଲେ। ୯ରୁ ୧୩ ତାରିଖ ପର୍ଯ୍ୟନ୍ତ କୋଷାଗାର ଓ ପରିଦର୍ଶନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ସମସ୍ତ କୋଷାଗାରରେ ନୂତନ ଜାତୀୟ ପେନସନ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଗୁରୁବାର ଦିନ ସୁକିନ୍ଦାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ […]

Read More

ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଡବଲ ଝଟ୍‌କା, ଭାରତ ପାଇଁ ବଡ଼ ବିଜୟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଭିନ୍ନ ସନ୍ତ୍ରାସବାଦୀ ସଂଗଠନ ସହିତ ପାକିସ୍ତାନର ସମ୍ପର୍କ ବିଶ୍ୱବାସୀଙ୍କୁ ଅଛପା ନୁହେଁ । ପାକିସ୍ତାନରେ ରହି ଏହି ସଂଗଠନ ଗୁଡ଼ିକ ସାରା ବିଶ୍ୱରେ ନିଜ କାର୍ଯ୍ୟକଳାପ ଜାରି ରଖିଛନ୍ତି । ଏହି ସଂଗଠନଗୁଡ଼ିକ ଆଉ ପାକିସ୍ତାନରେ ରହି କାର୍ଯ୍ୟ କରୁନାହିଁ ବୋଲି ଦର୍ଶାଇବା ପାକ୍ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଜାତିସଂଘରେ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ପ୍ରତିବନ୍ଧକ ମନିଟରିଂ କମିଟିର ସଦ୍ୟତମ ରିପୋର୍ଟରେ ପାକିସ୍ତାନ ସ୍ଥିତ […]

Read More

ରୋହିତଙ୍କ ଆଖିରେ ୨୦୨୭ ବିଶ୍ବକପ୍‌ ସ୍ୱପ୍ନ, ଟ୍ରଫି ଜିତିବାକୁ କିଛି ବି କରିବି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ହିଟ ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ କହି ଖଣ୍ଡନ କରିଛନ୍ତି । ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୨୭ ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି ଏହି ତାରକା ବ୍ୟାଟର । ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ […]

Read More

ସରକାରଙ୍କ ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ଆଇନ କାନୁନ ବ୍ୟବସ୍ଥା ଓ ଖଣିଜ ପଦାର୍ଥ ଲୁଟ ବିରୁଦ୍ଧରେ ଜିଲ୍ଲାପାଳ କାଯ୍ୟାଳୟ ଘେରିଲା ବିଜେଡି

*କୁସୁମାରୁ ବିଶାଳ ରାଲି କଲା ବିଜେଡି*ହଜାର ହଜାର ବିଜେଡି କର୍ମୀଙ୍କ ସହିତ ଚାଷୀ ସାମିଲ*ଏକତ୍ରିତ ହେଲେ ବିଜେଡି ନେତା ଓଡ଼ିଶା ଲିଡ୍ସ(ଯାଜପୁର): ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିରେ ସାରା ରାଜ୍ୟର ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସରକାର ନିଜର ପ୍ରତିଶୃତି ପାଳନ କରି ଧାନର ଉଚିତ ମୂଲ୍ୟ ପ୍ରଦାନ କରିବାରେ ଅକ୍ଷମ ହୋଇଛନ୍ତି । ବିଜେପି ସରକାର ସମୟରେ ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତି ବିଗିଡି ଯାଇଛି । ଏହା ସହିତ […]

Read More

ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ବାରିକଙ୍କ ପରଲୋକ

ଓଡ଼ିଶା ଲିଡ୍ସ(ଯାଜପୁର): ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ବାରିକଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଥିଲା । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ସମଗ୍ର ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ l ଶିକ୍ଷକତା ବୃତ୍ତି ସହ ସାହିତ୍ୟ ସାଧନା ପ୍ରତି ତାଙ୍କର ରୁଚି ଥିଲା । ୧୯୮୦ […]

Read More

ସେବାକୁ ସ୍ୱୀକୃତି: ଅମର ଫାଉଣ୍ଡେସନ ଦର୍ଶନ ବିପଦର ବନ୍ଧୁ ସମ୍ମାନରେ ସମ୍ମାନିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସମାଜର ଅବହେଳିତ ମାନଙ୍କୁ ସହାୟତାର ହାତ ବଢାଇବାକୁ ପ୍ରତିଷ୍ଠା ହୋଇଥିବା ଅମର ଫାଉଣ୍ଡେସନକୁ “ଦର୍ଶନ ବିପଦର ବନ୍ଧୁ ସମ୍ମାନ” ୨୦୨୫-୨୬ରେ ସମ୍ମାନୀତ କରାଯାଇଛି । ଗତ ୮ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କସ୍ତୁରବା ନାରୀ ସଦନ ଠାରେ ଦର୍ଶନର ବାର୍ଷିକ ଉତ୍ସବରେ ଅମର ଫାଉଣ୍ଡେସନକୁ ଏହି ସମ୍ମାନରେ ସମ୍ମାନିତ କରାଯାଇ ସେବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, […]

Read More

ବଦଳିଲେ ବରୀ ଥାନା ଅଧିକରିଣୀ, ନୂତନ ଅଧିକରିଣୀ ଭାବେ ଯୋଗଦେବେ ଚିନ୍ମୟୀ ସାହୁ

ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଜିଲ୍ଲାର ବିଭିନ୍ନ ଆଇଆଇସିଙ୍କ ବଦଳି କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୪୩ ତା ୯।୨।୨୦୨୬ରେ ଏହି ବଦଳି ନିର୍ଦେଶ ପ୍ରକାଶ ପାଇଛି । ଏହି ବଦଳି ନିର୍ଦେଶ ନାମାରେ ବରୀ ଥାନା ଆଇଆଇସି ଜ୍ୟୋତିର୍ମୟୀ ସେଠୀଙ୍କର ବଦଳି ହୋଇଛି । ବରୀ ଥାନାରେ ଯୋଗଦେବା ପରଠାରୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ଆଇଆଇସି ସେଠୀ । ତାଙ୍କର ବଦଳି ଯାଜପୁର ରୋଡ଼ ସାଇବର […]

Read More

ସଂଗଠନ ମଜବୁତ କରୁଛନ୍ତି ଡ୍ୟାନି:ସୁକିନ୍ଦା ବିଜେଡିର ବନ୍ଧୁ ମିଳନ ଓ ଯୁବ ଜାଗରଣ ସମ୍ମିଳନୀ

ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦାରେ ବିଜେଡି ସଂଗଠନକୁ ମଜବୁତ କରୁଛନ୍ତି ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ଖଣି ଅଞ୍ଚଳର ୭ଟି ପଞ୍ଚାୟତକୁ ନେଇ ଚିଙ୍ଗୁଡ଼ିପାଳ ରଗଦା ଡ୍ୟାମ୍ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ଓ ଯୁବ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇ ଯୁବ ସାଥୀମାନଙ୍କୁ […]

Read More

ଧର୍ମଶାଳା ଅଞ୍ଚଳରେ ଧଳା ଜହର କବଳରେ ଯୁବଗୋଷ୍ଠୀ, ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ଓଡ଼ିଶା ଲିଡ୍ସ(ଯାଜପୁର): ଧର୍ମଶାଳା ଅଞ୍ଚଳରେ ଯୁବଗୋଷ୍ଠୀ ଧଳା ଜହର କବଳରେ ପଡିଛନ୍ତି । ଯାହାର ପ୍ରମାଣ ବିଭିନ୍ନ ସ୍ଥାନରୁ ମିଳିଛି । ପରିତ୍ୟକ୍ତ ସ୍ଥାନ ମାନଙ୍କରେ ଯୁବ ଗୋଷ୍ଠି ଏକତ୍ରିତ ହୋଇ ଏହି ମାରାତ୍ମକ ନିଶା ସେବନ କରୁଛନ୍ତି । କେବଳ ଧର୍ମଶାଳା ନୁହେଁ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ମାରାତ୍ମକ ନିଶା ସେବନକାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ବହୁ ସଂଖ୍ୟାରେ ଯୁବକ ଏହି ମାରାତ୍ମକ ନିଶା ଫାଶରେ ପଡି ଏବେ ନିଜ […]

Read More