
ରାଜ୍ୟ ଛାତ୍ର ବିଜେଡି ଉପ ସଭାପତିଙ୍କ ଇସ୍ତଫା
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ତଥା ବର୍ତ୍ତମାନର ରାଜ୍ୟ ଛାତ୍ର ବିଜେଡ଼ିର ବରିଷ୍ଠ ଉପସଭାପତି ସୌମ୍ୟ ପ୍ରକାଶ ବିଶ୍ଵାଳ ନିଜ ପଦବୀ ସହିତ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଏ ବିଷୟରେ ରାଜ୍ୟ ବିଜେଡି ସଭାପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ରାଜନୈତିକ ମହଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ […]




























