
ହିଂସା ଓ ଆତଙ୍କର ବାରୁଦ ଗଦାରେ ପରିଣତ ହୋଇଛି ସୁନାର ସୁକିନ୍ଦା, ଆଜିର ବନ୍ଦକୁ ଅଭୂତପୂର୍ବ ସମର୍ଥନ ଦେଇ ହିଂସାକୁ ବିରୋଧର ବାର୍ତ୍ତା ଦେଇଛନ୍ତି ସୁକିନ୍ଦାବାସୀ-ଇଂ ପ୍ରୀତିରଞ୍ଜନ ଘଡାଇ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁକିନ୍ଦାକୁ କୁହାଯାଏ ସୁନାର ସୁକିନ୍ଦା । ରତ୍ନଗର୍ଭା ସୁକିନ୍ଦା କେଵଳ ରାଜ୍ୟ ନୁହେଁ ଦେଶର ଅନ୍ୟତମ ଅର୍ଥନୈତିକ କେନ୍ଦ୍ରସ୍ଥଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସୁକିନ୍ଦାକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଛନ୍ତି । ବିଜୁ ବାବୁଙ୍କ ସ୍ୱପ୍ନ ଆଜି ସାର୍ଥକ କରିବାରେ ସୁକିନ୍ଦାବାସୀଙ୍କ ଅବଦାନର ପଟାନ୍ତର ନାହିଁ । ସୁନାର ସୁକିନ୍ଦା, ଶାନ୍ତି ଓ ଭାଇଚାରାର ସୁକିନ୍ଦା ଆଜି ହିଂସା ଓ ଆତଙ୍କର […]




























