Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ର୍ଜାତୀୟ > ଭାରତ ଦ୍ୱାରା ଧ୍ୱଂସ ଚୀନ୍ କ୍ଷେପଣାସ୍ତ୍ର ଭଗ୍ନାବଶେଷ ଉପରେ ଆମେରିକା, ଫ୍ରାନ୍ସ ଏବଂ ଜାପାନର ନଜର

ଭାରତ ଦ୍ୱାରା ଧ୍ୱଂସ ଚୀନ୍ କ୍ଷେପଣାସ୍ତ୍ର ଭଗ୍ନାବଶେଷ ଉପରେ ଆମେରିକା, ଫ୍ରାନ୍ସ ଏବଂ ଜାପାନର ନଜର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଭାରତ ସହିତ ଯୁଦ୍ଧ କରିଥିଲା । ଯୁଦ୍ଧରେ ପାକିସ୍ତାନର ଶୋଚନୀୟ ଅବସ୍ଥାକୁ ସାରା ବିଶ୍ୱ ଦେଖିଲା । ଯୁଦ୍ଧରେ ଚୀନ୍ ଏବଂ ତୁର୍କୀଠାରୁ ପାଇଥିବା ଶକ୍ତିର ବ୍ୟବହାର କରିଥିଲା ପାକିସ୍ତାନ। ପାକିସ୍ତାନ ତୁର୍କୀର ଡ୍ରୋନ୍ ଏବଂ ଚୀନ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା । ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ସମସ୍ତ ଆକ୍ରମଣକୁ ପଣ୍ଡ କରିଥିଲା। ପାକିସ୍ତାନ ଦ୍ୱାରା ଆକାଶମାର୍ଗରୁ ନିକ୍ଷେପ କରାଯାଇଥିବା ଚୀନ୍ କ୍ଷେପଣାସ୍ତ୍ର ପିଏଲ-୧୫ଇକୁ ମଧ୍ୟ ବାୟୁସେନା ଧ୍ୱଂସ କରିଦେଇଥିଲା।

ବିଶ୍ୱର ବଡ଼ ବଡ଼ ଦେଶଗୁଡ଼ିକ ଭାରତ ଦ୍ବାରା ଧ୍ବଂସ ହୋଇଥିବା ଚୀନ୍ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପ୍ରତି ଆଗ୍ରହ ଦେଖାଉଥିବା ନେଇ ଚର୍ଚ୍ଚା ହେଉଛି । ଆମେରିକା, ୟୁକେ, ଜାପାନ, ଅଷ୍ଟ୍ରେଲିଆ ସହିତ ଫ୍ରାନ୍ସକୁ ନେଇ ଗଠିତ ଫାଇଭ ଆଇଜ୍ ନାମକ ଏକ ସଂଗଠନ ଭାରତ ଠାରୁ ଭଗ୍ନାବଶେଷ ନେବା ପାଇଁ ଅନୁରୋଧ କରିଛି। ପାକିସ୍ତାନ ବ୍ୟବହୃତ ଚୀନ୍ କ୍ଷେପଣାସ୍ତ୍ର ପିଏଲ-୧୫ଇର ଭଗ୍ନାବଶେଷ ପଞ୍ଜାବର ହୋସିଆରପୁର ଜିଲ୍ଲାର ଏକ କ୍ଷେତରେ ପଡ଼ିଥିଲା ବେଳେ ପଞ୍ଜାବର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ଷେପଣାସ୍ତ୍ରର ଛୋଟ ଛୋଟ ଖଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା ।ଭାରତ ପକ୍ଷରୁ ଚୀନ୍ କ୍ଷେପଣାସ୍ତ୍ର ପିଏଲ-୧୫ଇର ଭଗ୍ନାବଶେଷ ପାଇଥିବା ଘୋଷଣା ହୋଇଥିଲା ।

ବୈଷୟିକ ବିଶେଷଜ୍ଞଙ୍କ ଅନୁଯାୟୀ, ଭଗ୍ନାବଶେଷ ପରୀକ୍ଷା କରି ଏହି ଦେଶଗୁଡ଼ିକର ପ୍ରତିରକ୍ଷା ବୈଜ୍ଞାନିକମାନେ ଚୀନ୍‌ର କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା, କ୍ଷମତା ଏବଂ ସୀମାବଦ୍ଧତା ବିଷୟରେ ସୂଚନା ପାଇବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି ।

Leave a comment

Your email address will not be published. Required fields are marked *