orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > Articles by: orissaleads@admin

ପୂର୍ତ୍ତ ବିଭାଗର ବିଚିତ୍ର କାମ, ମରାମତି ପରେ ରାସ୍ତାରେ ଜମୁଛି ପାଣି

ଓଡ଼ିଶା ଲିଡ୍ସ(ଯାଜପୁର): ପୂର୍ତ୍ତ ବିଭାଗର ବିଚିତ୍ର କାମ ଦେଖିବାକୁ ମିଳିଛି କୁଆଖିଆ-ବରୁଆଁ-ବରୀ-କଳାମାଟିଆ ରାସ୍ତାର ଅରଙ୍ଗାବାଦ ବୁଢା ଗୋସାଇଁ ମନ୍ଦିର ନିକଟରେ । ପୂର୍ବରୁ ଏହି ସ୍ଥାନରେ ବିପୁଳ ପରିମାଣର ବର୍ଷା ଜଳ ଜମି ରହୁଥିଲା । ଫଳରେ ଏହି ରାସ୍ତା ଦେଇ ଗତାଗତ କରୁଥିବା ପଥଚାରୀ ସମସ୍ୟାରେ ପଡୁଥିଲେ । କିଛି ମାସ ପୂର୍ବରୁ ଏ ନେଇ ଖବର ପ୍ରକାଶନ ପରେ ଖାଲୁଆ ସ୍ଥାନରେ ପଥର ଗୁଣ୍ଡ ପକାଯାଇଥିଲା । ଏବେ ଏହି ସ୍ଥାନରେ ପିଚୁ କରାଯାଇଛି […]

Read More

ବିଜେଡି ମୋହ ତୁଟାଇ, ବିଦେଶ ଯିବେକି ପାଣ୍ଡିଆନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବେଶ କିଛି ବର୍ଷ ହେଲା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭୈରବ କାର୍ତ୍ତିକେୟ ପାଣ୍ଡିଆନ । ଜଣେ ଆଇଏଏସ ଅଧିକାରୀ ହୋଇ ଦେଶର ଏକ ପ୍ରତିଷ୍ଠିତ ଆଞ୍ଚଳିକ ଦଳ ବିଜେଡିକୁ ନିଜ ଆଙ୍ଗୁଳି ଅଗରେ ନଚାଉଥିବା ନେଇ ବେଶ ଚର୍ଚ୍ଚା ହୁଏ ବିଜେଡି ଦଳୀୟ ମହଲ ସହିତ ଅନ୍ୟ ମହଲରେ । ହେଲେ ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହେଲା ପରେ ଚର୍ଚ୍ଚାର ଶିରୋନାମାରେ ଥିବା ପାଣ୍ଡିଆନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ […]

Read More

ବେସରକାରୀ ଘରୋଇ ବିଦ୍ୟାଳୟ ମାନଙ୍କରେ ଅହେତୁକ ଫିସ ବୃଦ୍ଧି, ଚିନ୍ତାରେ ଅବିଭାବକ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବର୍ତ୍ତମାନ ସମୟରେ ସରକାରୀ ବିଦ୍ୟାଳୟ ଗୁଡିକ ଅପେକ୍ଷା ଘରୋଇ ବିଦ୍ୟାଳୟ ଗୁଡିକରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅବିଭାବକ ମାନେ ଅଧିକ ଆଗ୍ରହୀ ହେଉଛନ୍ତି । ଆଉ ଯାହାର ଭରପୁର ସୁଯୋଗ ନେଉଛନ୍ତି ଘରୋଇ ବିଦ୍ୟାଳୟ ଗୁଡିକ । ସରକାର ସରକାରୀ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିରେ ବିକାଶ କରୁଥିଲା ବେଳେ ବିଭିନ୍ନ ସମସ୍ୟା ଦେଇ ବିଦ୍ୟାଳୟ ଗୁଡିକ ଗତି କରୁଛି । ମଧ୍ୟାହ୍ନ ଭୋଜନ ନାମରେ ପିଲାଙ୍କୁ ଆକର୍ଷିତ କରିବାର ଉଦ୍ୟମ ହେଉଥିଲା ବେଳେ […]

Read More

ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କର ଆଜି ଦେହାନ୍ତ ହୋଇ ଯାଇଛି । ସେ ବେଶ କିଛିଦିନ ହେଲା ମାରାତ୍ମକ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ ୨୦୧୪ ମସିହା ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ସେ […]

Read More

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା-କୁଆଖିଆ ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଭିଜିଲାନ୍ସ ଜାଲରେ ପଡିଛନ୍ତି । ଶ୍ରୀ ମହାରଣା ଆଜି ଜଣେ ଠିକାଦାରଙ୍କ ନିକଟରୁ ୨ଲକ୍ଷ ୩ହଜାର ଟଙ୍କା ନେଇ ଏକ ହୁଣ୍ଡାଇ କାର ଯୋଗେ ଖୋର୍ଦ୍ଧା ସ୍ଥିତ ନିଜ ବାସ ସ୍ଥାନକୁ ଯାଉଥିବା ବେଳେ ଟାଙ୍ଗି ଟୋଲ ଗେଟ ନିକଟରେ ଧରା ପଡ଼ିଥିଲେ । ତାଙ୍କୁ ପିଛା କରୁଥିବା ଯାଜପୁର ଭିଜିଲାନ୍ସ ଟିମ ତାଙ୍କୁ ମାଡି ବସିଥିଲା। ତାଙ୍କ ନିକଟରେ […]

Read More

ଶୋଚନୀୟ ବୁଢା ନଦୀ ସେତୁ, ତୁରନ୍ତ ମରାମତି ପାଇଁ ଦାବି

ଓଡ଼ିଶା ଲିଡ୍ସ(ଯାଜପୁର): ଆଙ୍କୁଲା-ପାଣିକୋଇଲି ରାସ୍ତାର ବୁଢା ନଦୀ ଉପରେ ଥିବା ଅଡଙ୍ଗ ସେତୁଟି ଶୋଚନୀୟ ହୋଇ ପଡିଛି । ରକ୍ଷଣା ବେକ୍ଷଣ ଅଭାବରୁ ପିଲାରରେ ଥିବା ବେରିଂ ଦଵି ଯିବା କାରଣରୁ ସ୍ଲାପରେ ଫାଟ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏହି ସେତୁ ଦୀର୍ଘବର୍ଷ ହେଲା ଗ୍ରୀଡିଙ୍ଗ ମଧ୍ୟ ହୋଇ ନାହିଁ । ଫଳରେ ସେତୁ ଉପରେ ଛୋଟ ବଡ଼ ଖାଲ ସୃଷ୍ଟି ହୋଇଛି । ଏହି ସେତୁ ଉପରେ ଆଖ ପାଖ ୮ଗୋଟି ପଞ୍ଚାୟତ […]

Read More

ଚାମ୍ପିୟନ୍ସ ଟ୍ରଫି ବିଜୟୀ ଭାରତୀୟ ଦଳକୁ ବିପୁଳ ପୁରସ୍କାର ରାଶି ଘୋଷଣା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିସିସିଆଇ ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ବିଜେତା ଟିମ ଇଣ୍ଡିଆ ପାଇଁ ବିପୁଳ ପୁରସ୍କାର ରାଶି ଘୋଷଣା କରିଛି । ବିସିସିଆଇ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ଖେଳାଳି, କୋଚିଂ ଓ ସହଯୋଗୀ ଷ୍ଟାଫ ଓ ଚୟନ ସମିତି ସଦସ୍ୟଙ୍କୁ ମିଳିବ । ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଫାଇନାଲରେ ପରାଜିତ କରି ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା ।ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ […]

Read More

ବିଜେଡି ଠିକାଦାରଙ୍କୁ ନେଇ ଚିନ୍ତାରେ ବିଜେପି କର୍ମୀ, ବଢୁଛି ଅସନ୍ତୋଷ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରକାର ପରିବର୍ତ୍ତନ ହୋଇଛି । ବିଜେପିର ଡବଲ ଇଞ୍ଜିନ ସରକାର ଏବେ କେନ୍ଦ୍ର ସହିତ ରାଜ୍ୟରେ ଶାସନ ଭାର ଗ୍ରହଣ କରିଛି । ସରକାର ପରିବର୍ତ୍ତନ ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ଯେଉଁ ଉତ୍ସାହ ଓ ଖୁସି ଥିଲା ତାହା ମଉଳି ମଉଳି ଯାଉଛି । ଆଉ ଏହା ପଛରେ ରହିଛି ଠିକାଦାରୀ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ଦ୍ୱାରା ବିଜେଡିର କର୍ମୀ ଓ ନେତା ଠିକାଦାରୀ […]

Read More

ମୋଡ଼ ନେଉଛି ନବ ଦାସ ହତ୍ୟାକାଣ୍ଡ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର ସଦସ୍ୟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଭିନ୍ନ ମୋଡ଼ ନେଉଛି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅସନ୍ତୁଷ୍ଟ ଥିବା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପରିବାର ସଦସ୍ୟ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛନ୍ତି । ଆଜି ନବ ଦାସଙ୍କ ପତ୍ନୀ ମିନତୀ ଦାସ, ଝିଅ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଓ ପୁଅ ବିଶାଳ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ […]

Read More

ଯାଜପୁର ଜଗନ୍ନାଥ ମନ୍ଦିରରେ ଭଙ୍ଗା ନୀଳଚକ୍ର, ତୁରନ୍ତ ବଦଳାଇବାକୁ ପଦକ୍ଷେପ ନେବାକୁ ଦାବି

ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବୈତରଣୀ ନଦୀ କୂଳରେ ଥିବା ପୁରାତନ ଜଗନ୍ନାଥ ମନ୍ଦିର ନୀଳଚକ୍ର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଯାହା ହଜାର ହଜାର ଜଗନ୍ନାଥ ଭକ୍ତଙ୍କୁ ମର୍ମାହତ କରିଛି । ହେଲେ ଏଥିପ୍ରତି ଦେବୋତ୍ତର ବିଭାଗ କିଭଳି ନଜର ଦେଇନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମନ୍ଦିରରେ ବାନା ପରିବର୍ତ୍ତନ ହେବା ସମୟରେ ଏହା କିଭଳି ସେବାୟତଙ୍କ ନଜରକୁ ଆସିନାହିଁ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି । ଯଦି ସେବାୟତ […]

Read More