Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > Articles by: orissaleads@admin

ନୂଆପଡା ଉପନିର୍ବାଚନ: ତିନି ଦଳ ମଧ୍ୟରେ ବିଗ ଫାଇଟ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟ ରାଜନୀତି ପାଣି ପାଗକୁ ସରଗରମ କରିଛି ନୂଆପଡା ଉପନିର୍ବାଚନ । ବିଜେପି ଚାହୁଁଛି ଦଳ ଜିତିବ, ବିଜେଡି ଚାହୁଁଛି ଦଳ ଜିତିବ, କଂଗ୍ରେସ ବି ଚାହୁଁଛି ଦଳ ଜିତିବ । ତିନି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ରଣନୀତି ଆଙ୍କି ଚାଲିଛନ୍ତି । ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିଲାବେଳେ ତିନିଦଳ ଏବେ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ନୂଆପଡ଼ାରେ ବିଭିନ୍ନ ଦଳର ନେତା […]

Read More

ଅବସର ଚର୍ଚ୍ଚା ଭିତରେ ବିଶ୍ବର ନମ୍ବର-୧ ବ୍ୟାଟର ହେଲେ ରୋହିତ ଶର୍ମା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅବସର ଚର୍ଚ୍ଚା ଭିତରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ପୂର୍ବତନ ଅଧିନାୟକ ରୋହିତ ଶର୍ମା । ଅଧିନାୟକ ଭାବେ ବେଶ ସଫଳ ଥିବା ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଅଧିନାୟକ ପଦରୁ ହଟାଇ ଦେଇଥିଲା ବିସିସିଆଇ । ଟେଷ୍ଟ ସିରିଜରେ ସଫଳ ହୋଇଥିବା ଶୁଭମନ ଗିଲଙ୍କୁ ଅଧିନାୟକ ଭାର ଅର୍ପଣ କରିଥିଲା । ଅଷ୍ଟ୍ରେଲିଆରେ ଗିଲ ଉଭୟ ବ୍ୟାଟିଂ ଓ ଅଧିନାୟକତ୍ୱରେ ବିଫଳ ହୋଇଥିଲେ । ହେଲେ ରୋହିତ କିନ୍ତୁ ତିନିଟି ମ୍ୟାଚରେ ଗୋଟିଏ ଅର୍ଦ୍ଧ […]

Read More

ବରୀ ମାଉଣ୍ଡ-ଦରଘା ରାସ୍ତା:ନିମ୍ନମାନର ପିଚୁ କାମକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ

ଓଡ଼ିଶା ଲିଡ୍ସ(ଯାଜପୁର): ନିକଟରେ ବରୀ ମାଉଣ୍ଡ ଠାରୁ ଦରଘା ପର୍ଯ୍ୟନ୍ତ ରାସ୍ତା ନୂତନ ଭାବେ ପିଚୁ ହୋଇଛି । ହେଲେ ଏହି ରାସ୍ତାର ବରୀ ମାଉଣ୍ଡ ଠାରୁ କୃପାସିନ୍ଧୁ ବିଦ୍ୟାଭବନ ପର୍ଯ୍ୟନ୍ତ ରାସ୍ତାର ପିଚୁ ମାତ୍ର ଗୋଟିଏ ଦିନ ପରେ ଉଠି ଯାଉଥିବା ଦେଖିବାକୁ ମିଳିଛି । ନିମ୍ନ ମାନର ପିଚୁ ପଡ଼ିଥିବାରୁ ରାସ୍ତାର ଏହି ଅବସ୍ଥା ହୋଇଛି । ଏହି ରାସ୍ତା କାମ ରାତିରେ ହୋଇଥିଲା । ହେଲେ ସକାଳକୁ ପିଚୁ ଉଠି ଯାଉଥିବା ଦେଖିବାକୁ […]

Read More

ବରୀ ତହସିଲ କାର୍ଯ୍ୟାଳୟରୁ ଖସି ପଡୁଛି ଗ୍ରାନାଇଟ, ନିଆଯାଉନାହିଁ ପଦକ୍ଷେପ

ଓଡ଼ିଶା ଲିଡ୍ସ(ବରୀ): ବରୀ ତହସିଲ କାର୍ଯ୍ୟାଳୟରୁ ଗ୍ରାନାଇଟ ଖଣ୍ଡ ଖସି ପଡୁଛି । ଯେଉଁ ଠାରେ ବରୀ ତହସିଲ କାର୍ଯ୍ୟାଳୟ ଲେଖା ଯାଇଛି ସେହିଠାରେ ଲାଗିଥିବା ଗ୍ରାନାଇଟ ଖଣ୍ଡ ଖସି ପଡିଥିବା ଦେଖିବାକୁ ମିଳିଛି । ବେଶ କିଛି ଦିନ ହେଲା ଏହା ଖସି ପଡ଼ିଥିଲା ବେଳେ ଅନ୍ୟ ଖଣ୍ଡ ଗୁଡିକ ଖସି ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ହେଲେ ଏହାକୁ ମରାମତି କରିବାକୁ କର୍ତୁରପକ୍ଷ ପଦକ୍ଷେପ ନେଉ ନାହାନ୍ତି। ତୁରନ୍ତ ଏହାକୁ ମରାମତି କରିବାକୁ […]

Read More

ଆଇସିୟୁରୁ ବାହାରିଲେ ଶ୍ରେୟସ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ସମୟରେ ଆହତ ହୋଇଥିଲେ ଉପ ଅଧିନାୟକ ଶ୍ରେୟସ ଆୟାର । ଏକ କଷ୍ଟ ସାଧ୍ୟ କ୍ୟାଚ ନେଲା ବେଳେ ସେ ଆହତ ହୋଇଥିଲେ । ତାଙ୍କ ପଞ୍ଜରା ହାଡ଼ରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ […]

Read More

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ନିକଟରେ ପହଞ୍ଚିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ରଗଦା ଗ୍ରାମର ସୁବାସ ଦେହୁରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି । ଗତ ୨୨ ତାରିଖ କାଠପାଳ-ବନ୍ଦାଣିଆ ଠାରେ ବାଇକ ଦୁର୍ଘଟଣାରେ ସେ ପ୍ରାଣ ହରାଇ ଥିଲେ । ଏହି ଖବର ଶୁଣି ତାଙ୍କ ବାସଭବନରେ ପହଁଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ତାଙ୍କ ପରିବାର ସହିତ ଆଲୋଚନା କରି ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିବା […]

Read More

ବାତ୍ୟା ମୋନ୍ଥା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା

ଓଡ଼ିଶା ଲିଡ୍ସ(ଯାଜପୁର): ବାତ୍ୟା ମୋନ୍ଥା ପ୍ରଭାବରେ ଆଜି ସକାଳୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସକାଳୁ ଆକାଶ ଅଧିକ ମେଘାଛନ୍ନ ହେବା ସହିତ ବର୍ଷା ଆରମ୍ଭ ହୋଇଥିଲା । ଦିନ ଯାକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ବେଳେ ଏବେ ମଧ୍ୟ ବର୍ଷା ଲାଗି ରହିଛି । ଯାଜପୁର ଜିଲ୍ଲାରେ ଆଜି ୪୧ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ଯାଜପୁର ଜିଲ୍ଲାକୁ ଅଧିକ […]

Read More

କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ

ଓଡ଼ିଶା ଲିଡ୍ସ(ଯାଜପୁର): ଲକ୍ଷାଧିକ ଟଙ୍କାରେ ବରୀ ବ୍ଳକର ପ୍ରମୁଖ ବଜାର ବରୀ ମାଉଣ୍ଡକୁ ଆଲୋକିତ କରିବାକୁ ଲଗାଯାଇଥିଲା ହାଇମାଷ୍ଟ ଲାଇଟ । ଏହି ହାଇମାଷ୍ଟ ଲାଇଟ ତଳେ ଓଡ଼ିଶାର ଅନ୍ୟତମ ବରପୁତ୍ର ବିଧ୍ୱଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ ହୋଇଛି । ହେଲେ ବିଡ଼ମ୍ବନାର ବିଷୟ ହେଉଛି ଦୀର୍ଘ ଦିନ ହେଲା ଏହି ଲାଇଟ ଖରାପ ହୋଇ ପଡ଼ିଥିଲା ବେଳେ ଏହାକୁ ମରାମତି କରାଯାଉନାହିଁ । ଲାଗିଥିବା ହାଲୋଜେନ ଗୁଡିକ ମଧ୍ୟରୁ କେବଳ ଗୋଟିଏ […]

Read More

ଆହତ ଗୁରୁତର: ଆଇସିୟୁରେ ଭର୍ତ୍ତି ହେଲେ ଶ୍ରେୟସ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଫିଲଡିଂ ବେଳେ ଏକ କଷ୍ଟ ସାଧ୍ୟ କ୍ୟାଚ ନେବା ସମୟରେ ଆହତ ହୋଇଥିଲେ ଭାରତୀୟ ଏକ ଦିବସୀୟ ଉପ ଅଧିନାୟକ ଶ୍ରେୟସ ଆୟର । ତାଙ୍କ ଆହତ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ରହିବେ ଶ୍ରେୟସଶ୍ରେୟାସଙ୍କୁ ୨ରୁ ୭ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି […]

Read More

ଓଡ଼ିଶା ପାଇଁ ବର୍ଷା ଭୟ ଆଣିଛି “ମୋନ୍ଥା”

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ । ବଳ ଗୋଟାଇ ସମୁଦ୍ରରୁ ଆଗକୁ ଆସୁଛି ମୋନ୍ଥା । ଏହାର ପ୍ରଭାବରେ ରାଜ୍ୟରେ ପ୍ରଭାବ ଆରମ୍ଭ ହେଲାଣି । ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ଆରମ୍ଭ ହେଲାଣି । ଏବେ ଗୋପାଳପୁରଠାରୁ ୭୫୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ା ଠାରୁ ୬୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ଘଣ୍ଟା ପ୍ରତି ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି । କାଲି ସକାଳ […]

Read More