
ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ବିଜେଡିର କାଉଣ୍ଟର ଆଟାକ, ନିଜ ଅପାରଗତା ଘୋଡାଇବାକୁ ମିଛର ସାହାରା ନେଉଛି ବିଜେପି
ଓଡ଼ିଶା ଲିଡ୍ସ(ଯାଜପୁର): ଗତକାଲି ସୁକିନ୍ଦାରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସୁକିନ୍ଦା ବିକାଶରେ ପ୍ରତିବନ୍ଧକ ସାଜିଥିବା ଆରୋପ ଲଗାଇଥିଲା । ବିଜେପି ଦୋଷ ଲଦିବାର ଗୋଟିଏ ଦିନ ପରେ ବିଜେଡି ବିଜେପିକୁ ଜୋରଦାର କାଉଣ୍ଟର ଆଟାକ କରିଛି । ବିଜେଡି ତଥ୍ୟ ପ୍ରମାଣ ସହିତ ବିଜେପିକୁ ଜବାବ ଦେଇ ନିଜ ଅପାରଗତା ଲୁଚାଇବାକୁ ବିଜେପି ମିଛର ସହାରା ନେଉଥିବା କହିଛି । ବିଜେଡି କହିଛି ବିଜେପି ଅଭିଯୋଗ କରିଥିଲା ସୁକିନ୍ଦା ବ୍ଲକର ୧୩୨ଟି ଏବଂ […]




























