ଲାଲକିଲ୍ଲାରେ ଭୟଙ୍କର ବିସ୍ଫୋରଣ: ୧୦ମୃତ ୩୦ ଆହତ ସୂଚନା
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ କାରରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ନିକଟରେ ଥିବା ୬ଟି କାର, ୬ଟି ବାଇକ ଓ ୪ଟି ଇ-ରିକ୍ସା ଜଳି ଯାଇଛି । ବିସ୍ପୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହିତ ୩୦ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ୫ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଛି । ବିସ୍ଫୋରଣ […]




















