Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ଯାଜପୁର > ଶୁଖି ଯାଉଛି ବ୍ରାହ୍ମଣୀ, ଚିନ୍ତାରେ ନଦୀକୂଳିଆ

ଶୁଖି ଯାଉଛି ବ୍ରାହ୍ମଣୀ, ଚିନ୍ତାରେ ନଦୀକୂଳିଆ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ଭାବରେ ପରିଚିତ ବ୍ରାହ୍ମଣୀ । ଏହାର ଶାଖା କେଲୁଅ ଏବଂ ଖରସ୍ରୋତା ନଦୀ। ଖରସ୍ରୋତା ନଦୀ ଚିର ସ୍ରୋତା ହୋଇଥିଲା ବେଳେ ବର୍ଷା ଦିନକୁ ଛାଡି ମୁଖ୍ୟ ନଦୀ ବ୍ରାହ୍ମଣୀ ଓ ଶାଖା ନଦୀ କେଲୁଅ ଶୁଖି ଯାଉଛି । ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ରହିଛି ବିଭିନ୍ନ ଗାଁ ଓ ଜନବସତି। ନଦୀ ଶୁଖି ଯିବାରୁ ବ୍ରାହ୍ମଣୀ ନଦୀକୁ ଆଧାର କରି ଗଢ଼ି ଉଠିଥିବା ଜୀବନ ଜୀବିକା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା ବେଳେ ନଦୀରୁ ମାଛ ଧରି ପରିବାର ପ୍ରତି ପୋଷଣ କରୁଥିବା ପରିବାର ଏବେ ଚିନ୍ତାରେ । ଖରାଦିନେ ନଦୀ ଶୁଖି ଯାଉଥିବାରୁ ନଦୀ କୂଳିଆ ଅଞ୍ଚଳରେ ଜଳ ସ୍ତର କମି ଯାଉଛି । ଫଳରେ ନଳକୂପ ଗୁଡିକରୁ ପାଣି ବହାରିବାରେ ସମସ୍ୟା ଦେଖା ଦେଉଛି । ନଦୀ ଶୁଖି ଯାଉଥିବାରୁ ସବୁଠି ବେଧଡକ ବାଲି ଉତୋଳନ ଓ ଚାଲାଣ ଚାଲିଛି। ରାଜ୍ୟର ଦ୍ଵିତୀୟ ବୃହତ୍ତମ ନଦୀ ଭାବରେ ପରିଚିତ ବ୍ରାହ୍ମଣୀ ମୃତ ନଦୀରେ ପରିଣତ ହେବାକୁ ଯାଉଛି। ଏ ନେଇ ବାରମ୍ବାର ଦାବି ପରେ ମଧ୍ୟ ସରକାର ଓ ଜନ ପ୍ରତିନିଧିମାନଙ୍କ ଆନ୍ତରିକ ଉଦ୍ୟମ ଅଭାବରୁ ବ୍ରାହ୍ମଣୀ ପୁନରୁଦ୍ଧାର ହୋଇ ପାରୁନାହିଁ । ଫଳରେ ନଦୀ କ୍ରମଶଃ ପୋତିହୋଇ ବର୍ଷର ୧୦ ମାସ ଶୁଷ୍କ ଅବସ୍ଥାରେ ରହୁଛି। ଫଳରେ ପ୍ରାକୃତିକ ଭାବେ ଏହା ଯେପରି ପ୍ରବହମାନ ଅବସ୍ଥାରେ ରହିବା କଥା, ତାହା ନ ହେବାରୁ ଜେନାପୁରଠାରୁ ବରୀ ବ୍ଲକ୍‌ର କାଇପଡା ପର୍ଯ୍ୟନ୍ତ ନଦୀ ଶୁଖି ଯାଉଛି । ଫଳରେ ନଦୀ କୂଳିଆ ଅଞ୍ଚଳରେ ଜଳସଙ୍କଟ ଉଗ୍ରରୂପ ଧାରଣ କରୁଛି । ନଦୀ କୂଳ ଗ୍ରାମ ଗୁଡିକରେ କୂପ, ନଳକୂପ, ପୋଖରୀ, ଗାଡିଆ ଆଦିର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ଏ ନେଇ କେନ୍ଦ୍ର ଜଳ ଆୟୋଗ ପଦକ୍ଷେପ ନେବା ଜରୁରୀ ହୋଇଛି । ବ୍ରାହ୍ମଣୀ କୁ ଚିରସ୍ରୋତା କରିବାକୁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେବା ଜରୁରୀ ହୋଇଛି ।

Leave a comment

Your email address will not be published. Required fields are marked *