orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ଆନ୍ତର୍ଜାତୀୟ > ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଭାରତକୁ ରୁଷ ଠାରୁ ତୈଳ ଆମଦାନୀ କରିବାକୁ ୩୦ ଦିନ ମୁକ୍ତ କରିଥିବା ଆମେରିକାର ଦାବି ଉପରେ ଭାରତ କଡ଼ା ଜବାବ ରଖିଛି । ଏ ନେଇ ଆଜି ଭାରତ ସରକାର ସ୍ପଷ୍ଟ କରିଛନ୍ତି ରୁଷୀୟ ତୈଳ କ୍ରୟ ପାଇଁ ଭାରତକୁ କାହାର ଅନୁମତିର ଆବଶ୍ୟକତା ନାହିଁ। ଭାରତ ରୁଷ୍ ଠାରୁ ତୈଳର ଆମଦାନୀ ଜାରି ରଖିବ। ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ବିଶ୍ୱର ଏନର୍ଜି ସେକ୍ଟରକୁ ପ୍ରଭାବିତ କରିଛି। ଏଥିରେ ସାରା ବିଶ୍ୱରେ ତୈଳର ଦରରେ ବ୍ୟାପକ ବୃଦ୍ଧି ହୋଇଛି । ଇରାନର ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରୁ ଜାହାଜ ଗୁଡ଼ିକୁ ରୋକିବାର ଧମକ ପରେ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡ଼ିଛି।

ଭାରତ ସରକାରଙ୍କ ପିଆଇବି ଏକ ବିବୃତ୍ତିରେ କହିଛି ନୂଆ ଦିଲ୍ଲୀ ଏମିତି ତୈଳ କ୍ରୟ ପାଇଁ ସର୍ଟ-ଟର୍ମ ଉପରେ ନିର୍ଭରଶୀଳ ନୁହେଁ। ଭାରତ ରୁଷୀୟ ତୈଳ କ୍ରୟ ପାଇଁ କେବେ ବି କୌଣସି ଦେଶର ଅନୁମତି ଉପରେ ନିର୍ଭର କରେ ନାହିଁ। ବିବୃତ୍ତିରେ ଆହୁରି କୁହାଯାଇଛି ଭାରତ ଫେବ୍ରୁଆରୀ ୨୦୨୬ରେ ମଧ୍ୟ ରୁଷିଆ ତୈଳ ଆମଦାନୀ କରିଛି ଏବଂ ରୁଷ୍ ଏବେ ମଧ୍ୟ ଭାରତର ସବୁଠୁ ବଡ଼ କ୍ରୁଡ୍ ଅଏଲ ସପ୍ଲାୟର। ଆମେରିକା ଫେବ୍ରୁଆରୀରେ ଏକ ମଧ୍ୟବର୍ତ୍ତୀକାଳୀନ ଟ୍ରେଡ୍ ଡିଲ୍ ଅନୁସାରେ ଭାରତୀୟ ଏକ୍ସପୋର୍ଟ ଉପରେ ୨୫ ପ୍ରତିଶତ ଡ୍ୟୁଟି ଫେରସ୍ତ ନେଇ ଥିଲା, ଯାହାକୁ ସେ ରୁଷିଆ ତୈଳ କିଣିବା ବନ୍ଦ କରିବାକୁ ନୂଆ ଦିଲ୍ଲୀର କମିଟମେଣ୍ଟ ଭାବେ କହିଥିଲା।

ଭାରତ ନିକଟରେ ତୈଳ ଅଭାବ ସ୍ଥିତିରୁ ବର୍ତ୍ତିବା ପାଇଁ ୨୫୦ ମିଲିୟନ ବ୍ୟାରେଲରୁ ଅଧିକ କ୍ରୁଡ୍ ପେଟ୍ରୋଲିୟମ ଗଚ୍ଛିତ ରହିଛି। ଆମେରିକା ବିବୃତି ପରେ ଏହାକୁ ନେଇ ଭାରତ ସରକାର ସାରା ଦେଶରେ ତୀବ୍ର ଆକ୍ଷେପର ସରବ୍ୟ ହୋଇଥିଲେ ।

Leave a comment

Your email address will not be published. Required fields are marked *