orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ‘ମନ୍ କି ବାତ’ରେ କୋରାପୁଟ କଫିର ଚର୍ଚ୍ଚା କଲେ ମୋଦି: କୋରାପୁଟ କଫି ଦେଶ ବିଦେଶରେ ନିଜର ପରିଚୟ ସୃଷ୍ଟି କରିଛି

‘ମନ୍ କି ବାତ’ରେ କୋରାପୁଟ କଫିର ଚର୍ଚ୍ଚା କଲେ ମୋଦି: କୋରାପୁଟ କଫି ଦେଶ ବିଦେଶରେ ନିଜର ପରିଚୟ ସୃଷ୍ଟି କରିଛି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନଖୋଲି କୋରାପୁଟ କଫିର ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କୋରାପୁଟର କଫି, ରାଜ୍ୟରୁ ଯାଇ ଦେଶ ବିଦେଶରେ ନାଁ କରିଛି। ଲୋକଙ୍କ ମନ ଜିଣି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଛି । ଖୁବ କମ୍ ସମୟରେ ବିଶ୍ବ ବଜାରରେ ପ୍ରବେଶ କରିଛି କୋରାପୁଟର ଉତ୍କର୍ଷ କଫି। ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା । ସ୍ବାଦ ଯେମିତି ବଢ଼ିଆ, ବାସ୍ନା ବି ସେମିତି କଡକା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଆଦିବାସୀ ଇଲାକାରୁ ବିଶ୍ବ ଦରବାରରେ ଆଦୃତି ଲାଭ କରିଥିବା କୋରାପୁଟ କଫି କେବଳ ସ୍ବାଦିଷ୍ଟ ନୁହେଁ, ସ୍ଥାନୀୟ ଲୋକଙ୍କର ଜୀବନଧାରାରେ ମଧ୍ୟ ପରିବର୍ତ୍ତନ ଆଣିଛି । ମନ୍ କି ବାତରେ ଓଡ଼ିଶାର ଗୌରବ କୋରାପୁଟିଆଙ୍କ କଫିର ଖୁବ ପ୍ରଶଂସା କରିଛନ୍ତି ମୋଦି।

ଓଡ଼ିଶାର ଅନେକ ଲୋକ କୋରାପୁଟ କଫି ସମ୍ପର୍କରେ ସେମାନଙ୍କର ଭାବନା ବାଣ୍ଟିଥିଲେ। ଏହାର ସ୍ୱାଦ ଭାରି ବଢିଆ। ଲୋକଙ୍କୁ କଫି ଚାଷ ବେଶ ଲାଭ ପ୍ରଦାନ କରୁଛି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ କର୍ପୋରେଟ ଚାକିରି ଛାଡ଼ି କଫି ଚାଷରେ ମନ ବଳାଇଛନ୍ତି। ନିଜର ନିଷ୍ଠାପର ଉଦ୍ୟମ ଦ୍ୱାରା କଫି ଚାଷରେ ସଫଳତା ପାଇଛନ୍ତି ଓ ଆଗକୁ ବଢୁଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ତାରିଫ କରି ମୋଦି କହିଛନ୍ତି, ମହିଳା ଜୀବନରେ କଫି ଚାଷ ବ୍ୟାପକ ପରିବର୍ତ୍ତନ ଆଣିଛି । ସେମାନଙ୍କୁ ସମ୍ମାନ ଓ ସମୃଦ୍ଧି ପ୍ରଦାନ କରୁଛି କଫି ଚାଷ। ସ୍ବାଦିଷ୍ଟ କୋରାପୁଟର ସ୍ୱାଦିଷ୍ଟ କଫି ଓଡ଼ିଶାର ଗୌରବ ବଢ଼ାଉଛି ।

ରାଜ୍ୟର ବଡ଼ ବଡ଼ ସହରରେ ଖୋଲିଛି ଆଉଟଲେଟ୍, ଅନଲାଇନ୍ ବଜାରରେ ବି ଉପଲବ୍ଧ ହେଉଛି କୋରାପୁଟ କଫି ।ଏହାର ବାସ୍ନା ହିଁ ସ୍ବତନ୍ତ୍ରତା। ପ୍ରଧାନମନ୍ତ୍ରୀଙ୍କ ମୁହଁରୁ କୋରାପୁଟ କଫିର ପ୍ରଶଂସା ଶୁଣି କଫି ଚାଷୀଙ୍କ ଭିତରେ ଉତ୍ସାହ ବେଶ ବଢିଛି। କଫି ଚାଷକୁ ସୁହାଉଛି କୋରାପୁଟର ଥଣ୍ଡା ଜଳବାୟୁ ଓ ପ୍ରଚୁର ବର୍ଷା।

Leave a comment

Your email address will not be published. Required fields are marked *