orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > Articles by: orissaleads@admin

ଛତିଆରେ ବିସ୍ପୋରଣ, ଦୁଇ ମୃତ, ଜଣେ ଆହତ

ଓଡ଼ିଶା ଲିଡ୍ସ(ଯାଜପୁର): ଛତିଆ ଛକରେ ଭୟଙ୍କର ବିସ୍ପୋରଣ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ଯାଇଛି । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମୃତ ଦେହ ଗୁଡିକ ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ସ୍ଥାନରେ ଛିଟିକି ପଡିଛି । ସୂଚନା ଅନୁଯାୟୀ ଏକ କଳା ପଲସର ବାଇକରେ ଦୁଇଜଣ କିଛି ବିସ୍ପୋରକ ଧରି ଛିଡା ହୋଇଥିଲା ବେଳେ ଭୟଙ୍କର ବିସ୍ପୋରଣ ହୋଇଥିଲା ।ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି […]

Read More

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ତିଷ୍ଠିବା ପରେ ଭାଙ୍ଗିଯାଇଛି । ପାକିସ୍ତାନ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଛି । ଅପରପକ୍ଷେ ତିନିଦିନ ହେଲା ଚୁପ ବସିଥିବା ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଯୁକ୍ତି ଆରମ୍ଭ କରିଛି । ଚୀନ କହିଛି ସେ ପାକିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତା ପଛରେ ଛିଡା ହୋଇଛି । ପାକିସ୍ତାନର ଅଖଣ୍ଡତା ରକ୍ଷା ପାଇଁ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ପ୍ରଦାନ […]

Read More

ପାକିସ୍ତାନ ଯୁଦ୍ଧ ବିରତିର ଉଲ୍ଲଙ୍ଘନ କରିଛି: ଭାରତ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରାଯାଇଥିବା ଭାରତ ପ୍ରକାଶ କରିଛି। ଏହାର ଦୃଢ ଜବାବ ଦେବାକୁ ସୁରକ୍ଷା ବାହିନୀକୁ ସ୍ବାଧୀନତା ଦିଆଯାଇଛି ବୋଲି ମଧ୍ୟ କହିଛି ଭାରତ । ସଂଧ୍ୟା ୫ଟାରେ ଉଭୟ ଦେଶ ଅସ୍ତ୍ର ବିରତି ପାଇଁ ସହମତ ହୋଇଥିଲା ବେଳେ ମାତ୍ର କିଛି ଘଣ୍ଟା ଅନ୍ତରରେ ପାକିସ୍ତାନ ଏହାର ଉଲ୍ଲଘନ କରିଛି । ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ପକ୍ଷରୁ ଯୁଦ୍ଧବିରତି ସହମତିର ଉଲ୍ଲଙ୍ଘନ କରାଯାଇଛି […]

Read More

ଭାରତ ପ୍ରଚଣ୍ଡ ଆକ୍ରମଣରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପହଲଗାମ ସନ୍ତ୍ରସବାଦୀ ଆକ୍ରମଣର ପ୍ରଚଣ୍ଡ ଜବାବ ପାକିସ୍ତାନକୁ ଦେଇଛି ଭାରତ । ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ବ୍ୟାପକ କ୍ଷତି ସହିଲା ପରେ ପାକିସ୍ତାନ ପଛ ଘୁଞ୍ଚା ଦେଇଛି । ଅସ୍ତ୍ରବିରତି ପାଇଁ ପାକିସ୍ତାନ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା । ଦୁଇ ଦେଶର ଡିଜିଏମଓ ସ୍ତରରେ ଆଲୋଚନା ପରେ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଏହା ସହିତ ଆସନ୍ତା ୧୨ ତାରିଖରେ ଉଭୟ ଦେଶ ପକ୍ଷରୁ ବୈଠକ […]

Read More

ଦାମୋଦରଙ୍କ ସେବା ମନୋଭାବ ଆମ ପାଇଁ ପ୍ରେରଣା ହୋଇ ରହିବ-ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର):ଟାଟା ଷ୍ଟିଲ୍ କଳିଙ୍ଗନଗର ୟୁନିୟନ ଶାଖାର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ଦାମୋଦର ସଏଙ୍କ ଦେହାନ୍ତ ନିକଟରେ ହୋଇ ଯାଇଛି । ଜଣେ ଦରଦୀ ରାଜନେତା ଭାବେ ପରିଚୟ ସୃଷ୍ଟି କରିଥିବା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଇଂ ଘଡାଇଙ୍କୁ ବିଭିନ୍ନ ସମୟରେ ଶ୍ରମିକ ମାନଙ୍କ ହକ ପାଇଁ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଥାଏ । ସୁକିନ୍ଦା ଶ୍ରମିକ ମାନଙ୍କୁ ନେଇ ଏକ […]

Read More

ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ବୋଲି ବିବେଚନା କରାଯିବ-ଭାରତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ, ଭାରତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯଦି ଭବିଷ୍ୟତରେ କୌଣସି ଆତଙ୍କବାଦୀ ଘଟଣା ଘଟେ, ତେବେ ଏହାକୁ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରିବ ଭାରତ । ଆଗାମୀ ଦିନରେ ଭାରତ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ଯଦି ପାକିସ୍ତାନ ଆତଙ୍କବାଦୀମାନେ ଏପରି କୌଣସି […]

Read More

ଭାରତୀୟ ସେନାକୁ ସମ୍ମାନ, ବିଜେଡି ପକ୍ଷରୁ ତ୍ରୀରଙ୍ଗା ଯାତ୍ରା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ବିଜୁ ଜନତା ଦଳ ତରଫରୁ ଭୁବନେଶ୍ଵର ରାଜମହଲ ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଭାରତୀୟ ସେନା ବାହିନୀ ସମ୍ମାନର୍ଥେ ତ୍ରୀରଙ୍ଗା ଯାତ୍ରା ଆୟୋଜିତ ହୋଇ ଯାଇଛି । ଏହି ତ୍ରୀରଙ୍ଗା ଯାତ୍ରାରେ ବିଜେଡିର ବହୁ ନେତା ଓ ନେତ୍ରୀ ଯୋଗଦାନ କରିଥିଲେ ।

Read More

ରାଜ୍ୟର ସମସ୍ତ ଆଇପିଏସ, ଆରଡିସିଙ୍କ ଛୁଟି ବାତିଲ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଛୁଟି ବାତିଲ ପରେ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆଇପିଏସ ଓ ଆରଡିସିଙ୍କ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିବା ସମସ୍ତ ଅଧିକାରୀ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି । ଟ୍ରେନିଂରେ ଥିଲେ ମଧ୍ୟ ମୁଖ୍ୟାଳୟରେ ପହଞ୍ଚିବା କୁ ନିର୍ଦ୍ଦେଶ ଜାରି ହୋଇଛି । ସମ୍ଭାବ୍ୟ ଯୁଦ୍ଧ ସ୍ଥିତିକୁ ନେଇ ସରକାର ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ ।

Read More

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରି ଦୁର୍ବଳ ପାକିସ୍ତାନ ଏବେ ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ବଢିଛି । ଯୁଦ୍ଧ ବଢିବା ସହିତ ପାକିସ୍ତାନରେ ବିଭାଜନ ଆଶଙ୍କା ବେଶ ବଢି ଯାଇଛି । ଚାରି ଦିଗରୁ ଆକ୍ରମଣରେ ଥରି ଉଠିଛି ପାକିସ୍ତାନ । ଭାରତ ଘନ ଘନ ଆକ୍ରମଣ କରୁଥିଲା ବେଳେ ଵେଲୁଚ ବିଦ୍ରୋହୀ ପାକିସ୍ତାନ ସେନାକୁ ନୟାନ୍ତ କରି ସାରିଲେଣି । ସୁଯୋଗ ନେଇ ତାଲିବାନ ବି ଆକ୍ରମଣ […]

Read More

ପୋଲିସ ପଦକ୍ଷେପ ନ ନେଲେ ଥାନା ଘେରିବ ମହିଳା ବିଜେଡି

ଓଡ଼ିଶା ଲିଡ୍ସ(ଯାଜପୁର): ଗତ ମାସ ୨୨ ତାରିଖ ଓ ୨୩ ତାରିଖ ଦିନ କେଟିଏଲ କ୍ୟାମ୍ଫରେ ଦିବ୍ୟାଙ୍ଗ ମହିଳା ଶିକ୍ଷତ୍ରୀଙ୍କୁ ଆକ୍ରମଣ ସହ ତାଙ୍କ ନାବାଳିକା ଝିଅକୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବାକୁ ଖୋଲା ଧମକ ଦେବା ଭଳି ସାଙ୍ଘାତିକ ଅଭିଯୋଗ କାଳିଆପାଣି ଥାନାରେ ହେବା ପରେ କାଳିଆପାଣି ପୋଲିସ ନିରବ ବସିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଅଭିଯୁକ୍ତ ଦିନେଶ ବେହୁରା ଏବଂ ତାଙ୍କ ପୁଅ ଉପରେ କାଳିଆପାଣି ପୋଲିସ […]

Read More