
ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ
ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବୈଦ୍ୟରାଜପୁର ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷୟିତ୍ରୀ ସେବତୀ ମହାନ୍ତି ଅବସର ଗ୍ରହଣ କରିଛନ୍ତି । ବଡ଼ ତ୍ରିଲୋଚନପୁର ପ୍ରାଥମିକ ବିଦ୍ୟାକୟରୁ ସେ ନିଜର ଶିକ୍ଷୟିତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ବୈଦ୍ୟରାଜପୁର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ଜଣେ ଛାତ୍ର ବତ୍ସଳ ଶିକ୍ଷୟିତ୍ରୀ ଭାବେ ସେ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ବେଶ ପରିଚିତ ଥିଲେ । ଡିସେମ୍ବର ମାସ ୩୧ ତାରିଖ […]




























