
ବିଜେପି ଯାହା କହେ ତାହା କରି ଦେଖାଏ :- ମନମୋହନ ସାମଲ
ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ବିଜେଡିର ଅନ୍ୟତମ ଗଡ଼ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ମହା ମିଶ୍ରଣ ସଭାରେ ଯୋଗଦେଇଥିଲେ ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ନେତା ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହଜାର ହଜାର କର୍ମୀଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜ ବକ୍ତବ୍ୟରେ କହିଛନ୍ତି, ଗତ ନିର୍ବାଚନରେ ଯାଜପୁରରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଏଠାରୁ ବିଜେପିର ୪ ଜଣ ବିଧାୟକ ଓ ଜଣେ ସାଂସଦ ବିଜୟୀ ହୋଇଛନ୍ତି। ମା‘ […]




























