
ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ
ଓଡ଼ିଶା ଲିଡ୍ସ(ଯାଜପୁର): ନିର୍ବାଚନ ପରଠାରୁ ସୁକିନ୍ଦାରେ ଧନଜୀବନ ଅସୁରକ୍ଷିତ ହୋଇ ପଡିଛି । ଦୈନିକ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ବିଜେପି କର୍ମୀ ମାନେ ପ୍ରତିହିଂସା ପରାୟଣ ହୋଇ ରକ୍ତପାତ କରୁଛନ୍ତି । ଉଦ୍ଦେଶ୍ୟ ମୂଳକ ଭାବେ ଶ୍ରମିକ, ସାମ୍ବାଦିକ ଏବଂ ବିଜେଡିର କର୍ମକର୍ତ୍ତାଙ୍କୁ ପ୍ରତିଦିନ ଆକ୍ରମଣ କରାଯାଉଛି।ସୁକିନ୍ଦାରେ ଶାନ୍ତି ଫେରାଇ ଆଣିବା ପାଇଁ ବିଜେଡି ପକ୍ଷରୁ ଜୁନ ୬କୁ କଳା ଦିବସ ଭାବେ ପାଳନ ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବାକୁ ବିଜେଡି ପକ୍ଷରୁ ନିଷ୍ପତ୍ତି […]




























