Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଜୁନ ୬ ତାରିଖକୁ କଳା ଦିବସ ଭାବେ ପାଳିବ ସୁକିନ୍ଦା ବିଜେଡି

ଜୁନ ୬ ତାରିଖକୁ କଳା ଦିବସ ଭାବେ ପାଳିବ ସୁକିନ୍ଦା ବିଜେଡି

ଓଡ଼ିଶା ଲିଡ୍ସ(ଯାଜପୁର): ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ଉଠିଥିବା ସୁକିନ୍ଦାରେ ଚୋରୀ, ଡକାୟତି, ଲୁଟ, ଆକ୍ରମଣ ଏବେ ସୀମା ଟପିଛି । ସୁକିନ୍ଦାରେ ଧନଜୀବନ ଏବେ ଅସୁରକ୍ଷିତ, ରାଜନୈତିକ ପ୍ରତିହିଂସାରେ ରକ୍ତମୁଖା ହୋଇଛନ୍ତି ବିଜେପି କର୍ମୀ ମାନେ । ଶ୍ରମିକ, ସାମ୍ବାଦିକ, ମହିଳା, ସାଧାରଣ ଲୋକଙ୍କ ସହିତ ବିଜେଡିର କର୍ମକର୍ତ୍ତାଙ୍କୁ ପ୍ରତିଦିନ ଆକ୍ରମଣ କରାଯାଉଛି। ଆତଙ୍କରାଜକୁ ନେଇ ସୁକିନ୍ଦାବାସୀଙ୍କ ଧର୍ଯ୍ୟ ଚ୍ୟୁତି ଘଟିଲାଣି । ଗତ ୨୨ ତାରିଖ ଦିନ ଏହାର ପ୍ରତିବାଦରେ ଖଣି ଅଞ୍ଚଳକୁ ବନ୍ଦ ଡାକରା ଦିଆ ଯାଇଥିଲା । ଯାହାକୁ ସବୁ ବର୍ଗର ଲୋକେ ଅଭୂତପୂର୍ବ ସମର୍ଥନ ଦେଇଥିଲେ ।

ସୁକିନ୍ଦାରେ ଶାନ୍ତି ଫେରାଇ ଆଣିବା ପାଇଁ ବିଜେଡି ପକ୍ଷରୁ ଜୁନ ୬କୁ କଳା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ୬ ତାରିଖ ଦିନ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ । ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ୨୫ ପଞ୍ଚାୟତର ବିଜେଡି କର୍ମକର୍ତ୍ତାଙ୍କର ଏକ ଜରୁରୀ ବୈଠକ ଆୟୋଜିତ ହୋଇ ଯାଇଛି । ବୈଠକରେ ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧିଙ୍କ ସହିତ ବିଜେଡି ନେତା ଓ କର୍ମୀ ଯୋଗଦାନ କରି ଏହାକୁ କିଭଳି ସଫଳ କରାଯିବ ସେ ନେଇ ନିଜ ନିଜ ମତ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ କହିଥିଲେ ସୁକିନ୍ଦା ଏବେ ଅଶାନ୍ତ, ଶାନ୍ତ ସୁକିନ୍ଦାରେ ଅଶାନ୍ତିର ମଞ୍ଜି ବୁଣା ଯାଇସାରିଛି । ସୁକିନ୍ଦା ପୁଣି ୮୦ ଦଶକର କଳା ଶାସନକୁ ଫେରି ଯାଇଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ସୁକିନ୍ଦା ମାଟିରେ ପୁଣି ଶାନ୍ତିର ବାତାବରଣ କୁ ଫେରାଇ ଆଣିବାକୁ ହେବ । ସୁକିନ୍ଦାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୬ ତାରିଖ କଳା ଦିବସରେ ସମସ୍ତ ଜନ ସାଧାରଣ, ବୁଦ୍ଧିଜୀବି, ଛାତ୍ରଛାତ୍ରୀ, ମହିଳା, ଶ୍ରମିକ ମାନେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି ।

Leave a comment

Your email address will not be published. Required fields are marked *