ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ଏନଆଇଏ ଟିମ ଆଜାଦ ନଗର ବୋମା ବିସ୍ପୋରଣ ଘଟଣାର ପୁନର୍ବାର ଛାନଭିନ ଆରମ୍ଭ କରିଛି । ଜବତ ହୋଇଥିବା ସନ୍ଦିଗ୍ଧ ସ୍କୁଟିକୁ ନେଇ ଛାନଭିନ ଆରମ୍ଭ କରିଛି ସ୍ଵତନ୍ତ୍ର ଏନଆଇଏ ଟିମ । ଏହି ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ ଦ୍ଵିତୀୟ ଥର ପାଇଁ ପହଞ୍ଚିଛି ।ସେହନେବାଜ ସହ ସମ୍ପର୍କ ଥିବା ଦୁଇ ଯୁବକକୁ ପଚରାଉଚରା ପରେ ମିଳିଥିବା ତଥ୍ୟ ଆଧାରରେ ଏହି ତଦନ୍ତ ହେଉଛି । ଆଜାଦ ନଗର ବୋମା ବିସ୍ଫୋରଣ ଘଟଣା ପରେ ଯେଉଁମାନେ ଆହତଙ୍କୁ ହସ୍ପିଟାଲ ନେଇ ଯାଇଥିଲେ, ସେମାନଙ୍କୁ ପଚରାଉଚରା ପରେ ଏନଆଇଏ ସୁରାକ ପାଇଥିବା ଜଣାଯାଇଛି ।




















