Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > କ୍ରୀଡା > ଚମକିଲେ ସଞ୍ଜୁ, ସାରା ଦେଶରେ ଆନନ୍ଦ ଲହରୀ

ଚମକିଲେ ସଞ୍ଜୁ, ସାରା ଦେଶରେ ଆନନ୍ଦ ଲହରୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ୫୦ ବଲରେ ୯୭ ରନର ଅପରାଜିତ ତଥା ସ୍ମରଣୀୟ ଇନିଂସ ଖେଳି T-20 ବିଶ୍ୱକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତକୁ ବିଜୟୀ କରିବା ସହିତ ସେମି ଫାଇନାଲରେ ପହଞ୍ଚାଇ ଦେଇଛନ୍ତି ସଞ୍ଜୁ ସାମସନ । ବେଶ କିଛି ଇନିଂସରେ ବିଫଳ ହେଉଥିବା ସଞ୍ଜୁ ଆଜି କିନ୍ତୁ ନିଜେ ସଫଳ ଇନିଂସ ଖେଳିବା ସହିତ ନିଜ ଦଳକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି । ସଞ୍ଜୁ ଓ ଦଳର ଏହି ସଫଳତା ସାରା ଦେଶରେ ଆନନ୍ଦ ଲହରୀ ଖେଳାଇ ଦେଇଛି ।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ ଭାରତ ସମ୍ମୁଖରେ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୯୫ ରନର ବିଶାଳ ପାହାଡ଼ ଛିଡା କରିଥିଲା । ଯାହାକୁ ଭାରତ ୪ଟି ବଲ ପୂର୍ବରୁ ୫ଉଇକେଟ ବିନିମୟରେ ସଂଗ୍ରହ କରି ନେଇଥିଲା । ଓପନର ଅଭିଷେକ ଶର୍ମା ଓ ଅନ୍ୟ ବ୍ୟାଟର ଇଶାନ କିଷାନ ଆଜି ନିରାଶ କରିଥିଲା ବେଳେ ନିଜ ଧର୍ଯ୍ୟ ଓ ଫର୍ମ ବଳରେ ସଞ୍ଜୁ ଅସମ୍ଭବକୁ ସମ୍ଭବ କରିଥିଲେ । ଏହି ବିଜୟ ଭାରତକୁ ସେମି ଫାଇନାଲରେ ପ୍ରବେଶ କରାଇଥିଲା ବେଳେ ଭାରତ ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବ । ନିଜ ଫର୍ମ ପାଇଁ ଦିନେ ନିନ୍ଦିତ ହୋଇ ଦଳରୁ ବାହାର ହୋଇଥିବା ସଞ୍ଜୁ ସାମସନ ଆଜି ସାରା ଦେଶରେ ହିରୋ ପାଲଟି ଯାଇଛନ୍ତି । ସଞ୍ଜୁଙ୍କ ଏହି ଇନିଂସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave a comment

Your email address will not be published. Required fields are marked *