Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ରେଲିଆନ୍ସ ଟ୍ରେଣ୍ଡସର ମନମାନି, କ୍ୟାରି ବ୍ୟାଗ ପାଇଁ ଗ୍ରାହକ ଦେଉଛନ୍ତି ପଇସା

ରେଲିଆନ୍ସ ଟ୍ରେଣ୍ଡସର ମନମାନି, କ୍ୟାରି ବ୍ୟାଗ ପାଇଁ ଗ୍ରାହକ ଦେଉଛନ୍ତି ପଇସା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଭିନ୍ନ ସହରରେ ରେଲିଆନ୍ସ ଟ୍ରେଣ୍ଡସର ଆଉଟ ଲେଟ ଖୋଲା ଯାଇଛି । ଏହି ସବୁ ସୋ ରୁମ ମାନଙ୍କରେ ବହୁ ଗ୍ରାହକ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ । ବିଭିନ୍ନ ପ୍ରକାର ପୋଷାକ ପତ୍ର ଏଠାରେ ବିକ୍ରି ହେଉଥିଲା ବେଳେ ଗ୍ରାହକ ହଜାର ହଜାର ଟଙ୍କାର ପୋଷାକ ପତ୍ର କ୍ରୟ କରନ୍ତି । ହେଲେ ପୋଷାକ କିଣି ବିଲ ପୈଠ କଲା ପରେ କର୍ମଚାରୀ ପଚାରନ୍ତି କ୍ୟାରି ବ୍ୟାଗ ନେବେ କି । ଗ୍ରାହକ କିଣିଥିବା ଜିନିଷ ନେବାକୁ କ୍ୟାରି ବ୍ୟଗ ନେବାକୁ ହଁ ଭରିଥାଏ । ହେଲେ କର୍ମଚାରୀ ବ୍ୟାଗ ପାଇଁ ପଇସା ନିଅନ୍ତି । ଗ୍ରାହକ ଜିନିଷ ନେବାକୁ ବାଧ୍ୟ ହୋଇ ବ୍ୟାଗ କିଣିଥାଏ । ଏ ନେଇ ପ୍ରଶ୍ନ କରିବାରୁ କର୍ମଚାରୀ କୁହନ୍ତି ଆମକୁ ବ୍ୟାଗ ବିକ୍ରି କରିବାକୁ ନିର୍ଦେଶ ଅଛି । ଆମେ କଣ କରିବୁ । ହଜାର ହଜାର ଟଙ୍କାର ଜିନିଷ କିଣି ଗ୍ରାହକ ବାଧ୍ୟ ହୋଇ ବ୍ୟାଗ କିଣିଥାଏ । ଏହା ଟ୍ରେଣ୍ଡସର ଗ୍ରହକଙ୍କୁ ଲୁଟ କରିବାର ଏକ ମାଧ୍ୟମ ବୋଲି ଅଭିଯୋଗ କରିଛନ୍ତି ଗ୍ରାହକ । ବିଭିନ୍ନ ସହରରେ ବିଭିନ୍ନ କମ୍ପାନୀ ଆଉଟ ଲେଟ ଥିଲା ବେଳେ ସେମାନେ ଗ୍ରହକଙ୍କୁ ଜିନିଷ ନେବାକୁ ବ୍ୟାଗ ଦେଉଥିଲା ବେଳେ ରେଲିଆନ୍ସ ଟ୍ରେଣ୍ଡସ ଗ୍ରାହକଙ୍କୁ ବ୍ୟାଗ ଦେବାକୁ ଦାବି ହୋଇଛି ।

Leave a comment

Your email address will not be published. Required fields are marked *