orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > କ୍ରୀଡା > ବିପଦରେ ସୂର୍ଯ୍ୟ ଅଧିନାୟକ ପଦ, ଶ୍ରେୟସଙ୍କୁ ନେଇ ବଢୁଛି ଚର୍ଚ୍ଚା

ବିପଦରେ ସୂର୍ଯ୍ୟ ଅଧିନାୟକ ପଦ, ଶ୍ରେୟସଙ୍କୁ ନେଇ ବଢୁଛି ଚର୍ଚ୍ଚା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ T-29 ଦଳର ଅଧିନାୟକ ଥିବା ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକ ପଦବୀ ଏବେ ବିପଦରେ । ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଚାମ୍ପିଅନ୍‌ କରିବା ସତ୍ତ୍ବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ତାଙ୍କ ବ୍ୟାଟରୁ ଆଉ ରନ ବାହାରୁ ନାହିଁ । ଫଳରେ ତାଙ୍କ ଉପରେ ଚୟନ କମିଟି ସନ୍ତୁଷ୍ଟ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଫଳରେ ଚୟନ କମିଟି ଆଗକୁ ତାଙ୍କୁ ନେତୃତ୍ୱ ଭାର ଦେବାକୁ ପ୍ରସ୍ତୁତ ନଥିବା କୁହା ଯାଉଛି । ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ କମିଟି ନୂତନ ଅଧିନାୟକ ନେଇ ଯୋଜନା ପ୍ରସ୍ତୁତ କରୁଥିଲା ବେଳେ ଶ୍ରେୟସ ଆୟାର ଚୟନ କମିଟିର ପ୍ରଥମ ପସନ୍ଦ ବୋଲି କୁହା ଯାଉଛି । ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ସୂର୍ଯ୍ୟଙ୍କୁ ହଟାଇ ଶ୍ରେୟସ୍‌ ଆୟରଙ୍କୁ ଅଧିନାୟକ କରାଯାଇପାରେ ।

ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଥିବା ଶ୍ରେୟସଙ୍କ ଦକ୍ଷ ନେତୃତ୍ବ ଓ ବ୍ୟାଟିଂ ଫର୍ମରେ ଖୁସି ଅଛନ୍ତି ଚୟନ କମିଟି। ଆଇପିଏଲ୍‌ ଋତୁରେ ଏପର୍ଯ୍ୟନ୍ତ ୯ ମ୍ୟାଚ୍‌ ଖେଳି ୩୩୩ ରନ୍‌ କରିଛନ୍ତି । ଏପରିକି ପଞ୍ଜାବ ଖେଳିଥିବା ପ୍ରଥମ ସାତଟି ମ୍ୟାଚ୍‌ରୁ ଛଅଟିରେ ବିଜୟ ହାସଲ କରିଥିଲା। ଏଣୁ ତାଙ୍କୁ ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଦିନିକିଆ ଓ T-20 ଫର୍ମାଟ୍‌ ଲାଗି ଜଣକୁ ଅଧିନାୟକ କରିବା ଲାଗି ବୋର୍ଡ ବିଚାର କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ଏପରି ହେଲେ ଶୁବମନ ଗିଲ ମଧ୍ୟ ନିଜ ପଦବୀ ହରାଇବା ନିଶ୍ଚିତ । ଉଭୟ ଦଳରେ ଶ୍ରେୟସ ଅଧିନାୟକ ହେବା ଏକ ପ୍ରକାର ନିଶ୍ଚିତ ଥିବା କୁହା ଯାଉଛି

Leave a comment

Your email address will not be published. Required fields are marked *