Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > କ୍ରୀଡା > ଲର୍ଡ୍ସ ଏକ ଦିବସୀୟ ହୋଇପାରେ ରୋହିତ ଶର୍ମାଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ

ଲର୍ଡ୍ସ ଏକ ଦିବସୀୟ ହୋଇପାରେ ରୋହିତ ଶର୍ମାଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳି ରୋହିତ ଶର୍ମାଙ୍କ ପାଇଁ ଆସନ୍ତା ଲର୍ଡ୍ସ ଏକ ଦିବସୀୟ ମ୍ୟାଚ ଶେଷ ଆନ୍ତର୍ଜାତୀୟ ମ୍ୟାଚ ହେବାକୁ ଯାଉଛି । ଭାରତୀୟ ଚୟନକର୍ତ୍ତାଙ୍କ ପକ୍ଷରୁ ସେ ଆଗାମୀ ୨୦୨୭ ବିଶ୍ୱକପ ଦଳର ଅଂଶ ନୁହଁନ୍ତି ବୋଲି ସୂଚନା ଦିଆ ଯାଇଥିବା ଚର୍ଚ୍ଚା ହେଉଛି । ଫଳରେ ଲର୍ଡ୍ସ ଏକଦିବସୀୟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ହେବାକୁ ଯାଉଛି । ପୂର୍ବରୁ ସେ ଟେଷ୍ଟ ଓ T-20ରୁ ଅବସର ନେଇ ସାରିଥିଲା ବେଳେ କେବଳ ଏକ ଦିବସୀୟ ମ୍ୟାଚ ଖେଳୁଥିଲେ । ୩୯ ବର୍ଷୀୟ ରୋହିତ ଏକ ଦିବସୀୟ କ୍ରିକେଟରେ ୧୧ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲା ବେଳେ ୨୦୨୭ ବିଶ୍ୱକପ ଖେଳିବାକୁ ଇଚ୍ଛା ରଖିଥିଲେ । ହେଲେ ଆଜି ରୋହିତଙ୍କ ଅବସର ବିଷୟରେ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶ୍ୱକପ ଖେଳିବାକୁ ରୋହିତ ମଧ୍ୟ କଠିନ ପରିଶ୍ରମ କରୁଥିଲେ । ଇଂଲଣ୍ଡ ଗସ୍ତରେ ଥିବା ବେଳେ ପ୍ରଥମ ଦୁଇଟି ମ୍ୟାଚରେ ସେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲେ । ଅନ୍ୟ ପକ୍ଷରେ ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟକୋଚ ହେବା ପରେ ବରିଷ୍ଠ ଖେଳାଳି ରୋହିତ ଓ କୋହଲିଙ୍କ ସହିତ ତାଙ୍କ ବିବାଦ ନେଇ ସବୁ ସମୟରେ ଚର୍ଚ୍ଚା ହୋଇଥାଏ । ଗୌତମଙ୍କ ପାଇଁ ଫର୍ମରେ ଥାଇ ମଧ୍ୟ ବିରାଟ କୋହିଲି ଟେଷ୍ଟ ମ୍ୟାଚରୁ ଅବସର ନେଇଥିଲେ । ବିଗତ କିଛି ଦିନ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରୁଥିଲା ବେଳେ ଗମ୍ଭୀର ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି । ଭାରତୀୟ ଦଳର ଖେଳାଳି ଚୟନରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି ।

Leave a comment

Your email address will not be published. Required fields are marked *